ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଆଶା ଉଜ୍ୱଳ, ଖୁବଶୀଘ୍ର ଆରମ୍ଭ ହେବ ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ କାମ

Advertisment

 ଶିଳ୍ପ ସହର ରାଉରକେଲାରେ ସ୍ମାର୍ଟ୍ ସିଟିବାସୀ ପାଇବେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ସେବା।  ଏନେଇ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ। ପୂର୍ବରୁ ଏହି ପ୍ରସଙ୍ଗରେ କିଛି ଅଗ୍ରଗତି ହେଉନଥିଲା ବେଳେ ଡବଲ ଇଞ୍ଜିନ ସରକାର୍ ଟାସ୍କ ଫୋର୍ସ ଗଠନ କରିଛିକ୍ଷ ତେବେ କେବେ ସୁଦ୍ଧା ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ କାମ ସଂପୂର୍ଣ୍ଣ ହେବ ସେନେଇ ସ୍ପଷ୍ଟ ଭାବରେ କହି ନାହାନ୍ତି ମୁଖ୍ୟମନ୍ତ୍ରୀ।

A7

କନକ ବ୍ୟୁରୋ : ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ ନେଇ ଗତକାଲି ମୁଖ୍ୟମନ୍ତ୍ରଙ୍କ ବିବୃତି ପରେ ପୁଣି ଥରେ ସ୍ମାର୍ଟସିଟିବାସୀଙ୍କ ମଧ୍ୟରେ ନୂଆ ଆଶା ଦେଖାଇଛି। ହେଲେ ବିମାନ ବନ୍ଦର କାମ କେବେ ପୂର୍ଣ୍ଣାଙ୍ଗ ହେବ ସେନେଇ ସ୍ପଷ୍ଟ ସମୟ ସୀମା ଧାର୍ଯ୍ୟ  ହୋଇନି। ଯାହାକୁ ନେଇ ବର୍ଷ ବର୍ଷ ଧରି ଘୋଷଣା ଓ ଆଶ୍ବସନା ଭିତରେ ଆଶାବାଦୀ ଥିବା ରାଉରକେଲାବାସୀଙ୍କ ଧୈର୍ୟ୍ୟର ବନ୍ଧ ଭାଙ୍ଗୁଛି। 

ଅଧିକ ପଢ଼ନ୍ତୁ :  ସୁଧାରଗୃହରେ ଚାଲିଛି କ’ଣ; ରାଉରକେଲା ଆଶ୍ରୟ ଗୃହରେ ଜମୁଛି ନାଚ, ଗୀତ, ରିଲ୍ସ କରୁଛନ୍ତି ଅନ୍ତେବାସୀ

 ଶିଳ୍ପ ସହର ରାଉରକେଲାରେ ସ୍ମାର୍ଟ୍ ସିଟିବାସୀ ପାଇବେ ପୂର୍ଣ୍ଣାଙ୍ଗ ବିମାନବନ୍ଦର ସେବା।  ଏନେଇ ପ୍ରସ୍ତୁତ ହୋଇସାରିଛି ବ୍ଲୁ ପ୍ରିଣ୍ଟ। ପୂର୍ବରୁ ଏହି ପ୍ରସଙ୍ଗରେ କିଛି ଅଗ୍ରଗତି ହେଉନଥିଲା ବେଳେ ଡବଲ ଇଞ୍ଜିନ ସରକାର୍ ଟାସ୍କ ଫୋର୍ସ ଗଠନ କରିଛିକ୍ଷ ତେବେ କେବେ ସୁଦ୍ଧା ରାଉରକେଲା ବିମାନବନ୍ଦର ସମ୍ପ୍ରସାରଣ କାମ ସଂପୂର୍ଣ୍ଣ ହେବ ସେନେଇ ସ୍ପଷ୍ଟ ଭାବରେ କହି ନାହାନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ :  ‘ଦ ଭଏସ୍‌ ଅଫ୍‌ ରାଉରକେଲା’ ବ୍ୟୁରୋ ଉଦ୍‌ଘାଟିତ : ବିକଶିତ ରାଉରକେଲା ହେଉଛି ବିକଶିତ ଓଡ଼ିଶାର ଅଂଶ: ତନୟା ପଟ୍ଟନାୟକ

ରାଉରକେଲାବାସୀଙ୍କ ଦାବି ହେଉଛି ବିମାନବନ୍ଦରକୁ  ୪ ସି ଲାଇସେନ୍ସ କରି ଏୟାର ବସ୍ ଏ-୩୨୦ ପରି ବିମାନ ଚଳାଚଳ କରିବା। ସମସ୍ତ ଋତୁରେ ଲ୍ୟାଣ୍ଡିଂ ପାଇଁ ଆଇଏଲଏସ୍  ସିଷ୍ଟମ୍‌ କରିବା କ୍ଷ ସେହିପରି ବିମାନବନ୍ଦର ସମ୍ପ୍ରସାରଣ ପାଇଁ ପ୍ରାୟ ୩୦୦ଏକର ଜମି ଆବଶ୍ୟକ। ଆରଏସପି  ତରଫରୁ ସହମତି ମିଳିଥିଲେ ମଧ୍ୟ ହସ୍ତାନ୍ତର ପ୍ରକ୍ରିୟା ଅଟକି ରହିଛି। ଏପରିକି ସେଲ୍‌ରୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ବିମାନବନ୍ଦର ହସ୍ତାନ୍ତର ପାଇଁ ଜୋର୍ ଧରିଛି ଦାବି। ଖାଲି ସେତିକି ନୁହେଁ ପୂର୍ବରୁ ୭୨ ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରୁଥିବା ବେଳେ ଏବେ କେବଳ ୯ସିଟ୍ ବିଶିଷ୍ଟ ବିମାନ ଚଳାଚଳ କରୁଛି କ୍ଷ ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe