ନାରାୟଣୀ ଠାକୁରାଣୀଙ୍କୁ ନେଇ ଗୋଷ୍ଠୀ ସଙ୍ଘର୍ଷ; ବିବାଦ ଭିତରେ ମନ୍ଦିରରେ ନିଆଁ ଲଗାଇଦେଲେ ଦୁର୍ବୁତ୍ତ

Advertisment

ପୁରୀ ଜିଲ୍ଲା ସାକ୍ଷୀଗୋପାଳର ତେନ୍ତୁଳିଆ ଓ ବଗୁଲାପାରି ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ । ନାରାୟଣୀ ଠାକୁରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଗୋଷ୍ଠୀ ସଙ୍ଘର୍ଷର ରୂପ ନେଇଛି । ୨୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପୁରୀ ଜିଲ୍ଲା ସାକ୍ଷୀଗୋପାଳର ତେନ୍ତୁଳିଆ ଓ ବଗୁଲାପାରି ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ । ନାରାୟଣୀ ଠାକୁରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଗୋଷ୍ଠୀ ସଙ୍ଘର୍ଷର ରୂପ ନେଇଛି । ୨୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

Group Clash

Group Clash Photograph: (Kanak News)

କନକ ବ୍ୟୁରୋ : ସାଂଘାତିକ ହେଲା ଦୁଇ ଗାଁ ମଧ୍ୟରେ ବିବାଦ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ତେନ୍ତୁଳିଆ ଓ ବଗୁଲାପାରି ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ । ନାରାୟଣୀ ଠାକୁରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଗୋଷ୍ଠୀ ସଙ୍ଘର୍ଷର ରୂପ ନେଇଛି । ୨୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଗୋଷ୍ଠୀ ସଂଘର୍ଷର ଶେଷରେ ଉଗ୍ର ରୂପ ନେଇଥିଲା । ଯେଉଁଥିରେ ଉତକ୍ଷିପ୍ତ ଦୁବୃର୍ତ୍ତ ଶେଷରେ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହନୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।

ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରୁ ଛାତ୍ର ନିଖୋଜ ଘଟଣା; ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର, ଦେହ ସାରା ଖଣ୍ଡିଆ ସହ ଲାଗିଛି ରକ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe