କନକ ବ୍ୟୁରୋ : ସାଂଘାତିକ ହେଲା ଦୁଇ ଗାଁ ମଧ୍ୟରେ ବିବାଦ । ପୁରୀ ଜିଲ୍ଲା ସାକ୍ଷୀଗୋପାଳର ତେନ୍ତୁଳିଆ ଓ ବଗୁଲାପାରି ଗାଁ ମଧ୍ୟରେ ଗୋଷ୍ଠୀ ବିବାଦ । ନାରାୟଣୀ ଠାକୁରାଣୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିବାଦ ଗୋଷ୍ଠୀ ସଙ୍ଘର୍ଷର ରୂପ ନେଇଛି । ୨୦ରୁ ଅଧିକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଗୋଷ୍ଠୀ ସଂଘର୍ଷର ଶେଷରେ ଉଗ୍ର ରୂପ ନେଇଥିଲା । ଯେଉଁଥିରେ ଉତକ୍ଷିପ୍ତ ଦୁବୃର୍ତ୍ତ ଶେଷରେ ମନ୍ଦିରରେ ନିଆଁ ଲଗାଇଦେଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହନୀ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି ।
ଅଧିକ ପଢ଼ନ୍ତୁ : ଭୁବନେଶ୍ୱରରୁ ଛାତ୍ର ନିଖୋଜ ଘଟଣା; ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର, ଦେହ ସାରା ଖଣ୍ଡିଆ ସହ ଲାଗିଛି ରକ୍ତ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/17/group-clash-2026-02-17-17-53-52.jpg)