ଗୋ-ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଖି ତାଜୁବ ଅଧିକାରୀ ; ମିଳିଲାଣି ସାଢ଼େ ୪ କୋଟିରୁ ଅଧିକ ଟଙ୍କା

Advertisment

ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ପୁଲିସ ଯାଞ୍ଚ କରି ତୁରୁମୁଙ୍ଗାର ଅରୁଣୁ କୁମାର ସାହୁ ଓରଫ ମଣ୍ଟୁର ଏକ ଏକାଉଣ୍ଟ ଠାବ କରିଛି ପୁଲିସ । ଏହାପରେ ୯୧ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି ।

ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ପୁଲିସ ଯାଞ୍ଚ କରି ତୁରୁମୁଙ୍ଗାର ଅରୁଣୁ କୁମାର ସାହୁ ଓରଫ ମଣ୍ଟୁର ଏକ ଏକାଉଣ୍ଟ ଠାବ କରିଛି ପୁଲିସ । ଏହାପରେ ୯୧ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି ।

Go Mafia

Go Mafia Photograph: (kanak news)

କନକ ବ୍ୟୁରୋ : ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଖି ତାଜୁବ ଅଧିକାରୀ । କେନ୍ଦୁଝର ପୁଲିସ ପକ୍ଷରୁ ଗୋ-ମାପିଆଙ୍କ ବ୍ୟାଙ୍କ ଏକାଉଣ୍ଟ ଓ ଲକର ଯାଞ୍ଚ କରାଯାଇଛି । ପ୍ରଥମେ ୟୁନିୟନ ବ୍ୟାଙ୍କର ମୁଖ୍ୟ ଶାଖାରେ ପୁଲିସ ଯାଞ୍ଚ କରି ତୁରୁମୁଙ୍ଗାର ଅରୁଣୁ କୁମାର ସାହୁ ଓରଫ ମଣ୍ଟୁର ଏକ ଏକାଉଣ୍ଟ ଠାବ କରିଛି ପୁଲିସ । ଏହାପରେ ୯୧ଟି ବ୍ୟାଙ୍କ ଆକାଉଣ୍ଟର ଯାଞ୍ଚରୁ ସାଢ଼େ ୪ କୋଟିରୁ ଅଧିକ ଟଙ୍କା ମିଳି ସାରିଲାଣି ।

ଆହୁରି ୧୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେବାର ବାକି ଅଛି । ଏହି ବ୍ୟାଙ୍କ ଆକାଉଣ୍ଟ ବଡ଼ ମାଫିଆଙ୍କ ଆକାଉଣ୍ଟ ବୋଲି ସୂଚନା ମିଳିଛି । ଏହାସହ ୬୦ ଟି ଲକର ମଧ୍ୟ ଖୋଲାଯାଇ ନାହିଁ । ତେଣୁ ସବୁଖୋଲାଗଲେ ପରିମାଣ ୧୦୦କୋଟି ଛୁଇଁବ ବୋଲି ଆକଳନ କରାଯାଉଛି ।

ଅଦିକ ପଢ଼ନ୍ତୁ---ରୋହିଙ୍ଗ୍ୟାଙ୍କୁ ବଙ୍ଗାଳୀ କୁହାଯିବା ପ୍ରସଙ୍ଗ, ଅନ୍ତର୍ଜାତୀୟ କୋର୍ଟରେ ପ୍ରତିବାଦ କଲା ବାଂଲାଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe