କ‌ର୍ଷ୍ଟେନ ଶ୍ରୀଲଙ୍କାର ମୁଖ୍ୟ ପ୍ରଶିକ୍ଷକ, ପଦ ଛାଡ଼ିଥିଲେ ସନଥ ଜୟସୂରିୟା

Advertisment

ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର୍‌-୮ରୁ ଶ୍ରୀଲଙ୍କା ବିଦାୟ ନେବା ପରେ ମୁଖ୍ୟପ୍ରଶିକ୍ଷକ ସନଥ ଜୟସୂରିୟା ଓହରି ଯାଇଥିଲେ। ତାଙ୍କ ସ୍ଥାନରେ କର୍ଷ୍ଟେନଙ୍କୁ ନିଯୁକ୍ତି ମିଳିଛି। ସେ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରୁ ଦାୟିତ୍ବ ନେବେ। ତାଙ୍କ ସହ ଦୁଇ ବର୍ଷିଆ ଚୁକ୍ତି ‌ହୋଇଛି।   

gary kirstern

କନକ ବ୍ୟୁରୋ: ଶ୍ରୀଲଙ୍କା କ୍ରିକେଟ୍‌ ସୋମବାର ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର୍‌ ଗ୍ୟାରି କର୍ଷ୍ଟେନଙ୍କୁ ପୁରୁଷ ଦଳ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି । ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର୍‌-୮ରୁ ଶ୍ରୀଲଙ୍କା ବିଦାୟ ନେବା ପରେ ମୁଖ୍ୟପ୍ରଶିକ୍ଷକ ସନଥ ଜୟସୂରିୟା ଓହରି ଯାଇଥିଲେ । ତାଙ୍କ ସ୍ଥାନରେ କର୍ଷ୍ଟେନଙ୍କୁ ନିଯୁକ୍ତି ମିଳିଛି । ସେ ଆସନ୍ତା ଏପ୍ରିଲ୍‌ ୧୫ ତାରିଖରୁ ଦାୟିତ୍ବ ନେବେ । ତାଙ୍କ ସହ ଦୁଇ ବର୍ଷିଆ ଚୁକ୍ତି ‌ହୋଇଛି । ୫୮ ବର୍ଷୀୟ କର୍ଷ୍ଟେନ ଟ୍ବେଣ୍ଟି-୨୦ ବିଶ୍ବକପରେ ନାମିବ୍ୟାର ପରମାର୍ଶଦାତା ଥିଲେ । ସେ ଭାରତ ଓ ଦକ୍ଷିଣ ଆଫ୍ରିକାର ସଫଳ ପ୍ରଶିକ୍ଷକ ଥିଲେ ।  

ଏହା ବି ପଢ଼ନ୍ତୁ; ଜାତୀୟ ରଗ୍‌ବି ୧୫ଏସ୍‌: ସେମିରେ ଦିଲ୍ଲୀ ହରିକେନ୍‌ସ, ଫ୍ୟୁଚର ହୋପ୍‌ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe