ଖରା ଆରମ୍ଭ ରୁ ଜଳ ଯନ୍ତ୍ରଣା: ଲୋକଙ୍କ ଶୋଷ ମେଣ୍ଟାଉଛି  ନଦୀ, ପାହାଡି ଝରଣା ପାଣି

Advertisment

ଖରା ଆରମ୍ଭ ରୁ ଜଳ ଯନ୍ତ୍ରଣାରେ। ଲୋକଙ୍କ ଶୋଷ ମେଣ୍ଟାଉଛି  କେଉଁଠି ନଦୀର ପାଣିତ ତ ପୁଣି କେଉଁଠି ପାହାଡି ଝରଣା। ଖରା ଆରମ୍ଭ ଲୋକେ ପିଇବା ପାଣି ଟିକିଏ ପାଇଁ କଲବଲ ହେଲେଣି ।

ଖରା ଆରମ୍ଭ ରୁ ଜଳ ଯନ୍ତ୍ରଣାରେ। ଲୋକଙ୍କ ଶୋଷ ମେଣ୍ଟାଉଛି  କେଉଁଠି ନଦୀର ପାଣିତ ତ ପୁଣି କେଉଁଠି ପାହାଡି ଝରଣା। ଖରା ଆରମ୍ଭ ଲୋକେ ପିଇବା ପାଣି ଟିକିଏ ପାଇଁ କଲବଲ ହେଲେଣି ।

10

Photograph: (kanak news)

କନକ  ବ୍ୟୁରୋ: ଖରା ଆରମ୍ଭ ରୁ ଜଳ ଯନ୍ତ୍ରଣାରେ। ଲୋକଙ୍କ ଶୋଷ ମେଣ୍ଟାଉଛି  କେଉଁଠି ନଦୀର ପାଣିତ ତ ପୁଣି କେଉଁଠି ପାହାଡି ଝରଣା। ଖରା ଆରମ୍ଭ ଲୋକେ ପିଇବା ପାଣି ଟିକିଏ ପାଇଁ କଲବଲ ହେଲେଣି। ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ମୁକୁନ୍ଦପୁର, ନୁଆଁ ଗାଁ,ଲଣ୍ଡା ଜୁଆଳି,କର୍ଣ୍ଣଳି କେନ୍ଦୁପଦର ଆଦି ଅନେକ ଗାଁ ରେ ସୃଷ୍ଟି ହେଲାଣି ପାନୀୟ ଜଳର ଉତ୍କୃଷ୍ଟ ସମସ୍ୟା। 

ଲୋକେ ପିଇବା ପାଣି ପାଇଁ ନଦୀର ଦୁଷିତ ପାଣି ହେଉ କି କୂଅରୁ ପାଣି ସଂଗ୍ରହ କରନ୍ତି। ସେହିପରି ଧରାକୋଟ ବ୍ଳକ ସାଆବା,ବଳରାମ ପୁର,ମଛାକୋଟ ଓ ବାହାରପୁର ପଞ୍ଚାୟତର ଅନେକ ଉପାନ୍ତ ଗାଁ ରେ ଲୋକେ ପାଣି ପାଇଁ ଡ଼ହକ ବିକଳ ହେଉଛନ୍ତି।ଧରାକୋଟ ବ୍ଳକ ର ଦରଡ଼ା ବିଲି ଗ୍ରାମର ନୁଆଁ ସାହି ଓ ହରିଜନ ସାହି ରେ ବି ପାନୀୟ ଜଳ ସମସ୍ୟା ଦେଖୀବାକୁ ମିଳିଛି ଫଳରେ ଲୋକେ ଋଷୁକୁଲ୍ୟା ନଦୀର ପାଣିକୁ ସଂଗ୍ରହ କରି ପିଅନ୍ତି

ଆହୁରି ପଢ଼ନ୍ତୁ:ପଶ୍ଚିମବଙ୍ଗ ସରକାରଙ୍କ ଉପରେ ରାଷ୍ଟ୍ରପତି କ୍ଷୁବ୍ଧ ,ଆନ୍ତର୍ଜାତୀୟ ସାନ୍ତାଳୀ ସମ୍ମିଳନୀର ପ୍ରସ୍ତୁତିରେ ତ୍ରୁଟିକୁ ନେଇ ବିବାଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe