ବୁଢିବିଲିରେ ହାତୀ ; ଆତଙ୍କରେ ଅଂଚଳବାସୀ

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ଜିରାଳଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୁଢିବିଲି ଗାଁରେ ହାତୀ ଆତଙ୍କ । ରାତି ଅଧରେ ଗାଁ ଭିତରେ ପଶିଲା ହାତୀ । ହାତୀକୁ ନେଇ ଲୋକଙ୍କ ଭିତରେ ଭୟ ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ଜିରାଳଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୁଢିବିଲି ଗାଁରେ ହାତୀ ଆତଙ୍କ । ରାତି ଅଧରେ ଗାଁ ଭିତରେ ପଶିଲା ହାତୀ । ହାତୀକୁ ନେଇ ଲୋକଙ୍କ ଭିତରେ ଭୟ ।

Elephant

Photograph: (Kanak News)

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତଥା ଜିରାଳଫରେଷ୍ଟ ସେକ୍ସନ ଅନ୍ତର୍ଗତ ବୁଢିବିଲି ଗାଁରେ ହାତୀ ଆତଙ୍କ । ରାତି ଅଧରେ ଗାଁ ଭିତରେ ପଶିଲା ହାତୀ । ହାତୀକୁ ନେଇ ଲୋକଙ୍କ ଭିତରେ ଭୟ । ସୂଚନା ଅନୁସାରେ ଗତକିଛି ଦିନ ହେବ ବୁଢିବିଲି, ଗୁନେଇବିଲି, ରାଙ୍କିଆ ପ୍ରଭୂତି ଗ୍ରାମରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା ।

ଅଧିକ ପଢନ୍ତୁ : ବାଲେଶ୍ୱର ନୂଆସାହି ପୂର୍ବପଦ ଗାଁରେ ହାତୀ ଆତଙ୍କ, ୧୦ ଟି ସ୍କୁଲ ପାଇଁ ଛୁଟି ଘୋଷଣା କଲେ ଜିଲ୍ଲାପାଳ

 ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ରବିବାର ରାତିରେ ବୁଢିବିଲି ଗାଁ ମଝିରେ ହାତୀ ପଶିଥିବା ବେଳେ ଗାଁ କୋଠଘରୁ ଧାନ ଖାଇଥିବା ସାମ୍ନାକୁ ଆସିଛି । ତେବେ ଗ୍ରାମବାସୀଙ୍କଠାରୁ ଖବର ପାଇ ଜିରାଳ ଫରେଷ୍ଟର ଓ ବନକର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀକୁ ଅନ୍ୟତ୍ର ଘଉଡ଼ାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe