ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବନ କଲେ ଇସିଆଇ ; ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ

Advertisment

ବୁଥସ୍ତରୀୟ ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ସେମାନଙ୍କର ସହାୟକମାନେ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ହୋଇଥିବାବେଳେ ନିର୍ବାଚନ ଆୟୋଗଙ୍କ ପାଇଁ ଡେପୁଟେସନରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସିଆଇ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ECI

ECI Photograph: (KANAK NEWS)

କନକ ବ୍ୟୁରୋ : ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ଗୁରୁତର ଅବହେଳା ଏବଂ ସାମ୍ବିଧାନିକ କ୍ଷମତାର ଅପବ୍ୟବହାର ନେଇ ପଶ୍ଚିମବଙ୍ଗର ୭ ଜଣ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ଭାରତୀୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ଅଧିକାରୀମାନେ ସହାୟକ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଭାବରେ ନିର୍ବାଚନ ଆୟୋଗ (ଇସି)ଙ୍କ ପାଇଁ କାର୍ଯ୍ୟ କରୁଥିଲେ। ନିଲମ୍ବିତ ଅଧିକାରୀ ସେଫୋର ରହମାନ, ଡାଲିଆ ରାୟଚୌଧୁରୀ, ନୀତୀଶ ଦାସ, ଶେଖ୍‌ ମୁର୍ସିଦ ଆଲାମ, ସତ୍ୟଜିତ୍ ଦାସ, ଜୟଦୀପ କୁଣ୍ଡୁ ଓ ଦେବାଶିଷ ବିଶ୍ବାସ ବୋଲି ଜଣାପଡ଼ିଛି ।

ବୁଥସ୍ତରୀୟ ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ଏବଂ ସେମାନଙ୍କର ସହାୟକମାନେ ରାଜ୍ୟ ସରକାରଙ୍କ ଅଧୀନସ୍ଥ କର୍ମଚାରୀ ହୋଇଥିବାବେଳେ ନିର୍ବାଚନ ଆୟୋଗଙ୍କ ପାଇଁ ଡେପୁଟେସନରେ କାର୍ଯ୍ୟ କରୁଥିଲେ। ସେମାନଙ୍କ ବିରୋଧରେ ତୁରନ୍ତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଇସିଆଇ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ---କଂଗ୍ରେସ ଆଭ୍ୟନ୍ତରୀଣ ପ୍ରସଙ୍ଗକୁ ନେଇ ମଣିଶଙ୍କର ଆୟରଙ୍କ ବିବାଦୀୟ ବୟାନ ; କେରଳରେ କଂଗ୍ରେସ ଜିତି ପାରିବନି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe