କନକ ବ୍ୟୁରୋ : ବିମାନ ଭିତରେ ହଙ୍ଗାମା କଲେ ମହଙ୍ଗା ପଡିବ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ଡିଜିସିଏ ପକ୍ଷରୁ ନୂଆ ନିୟମ କରାଯାଇଛି । ଏଭଳି ଯାତ୍ରୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ କୌଣସି ବିମାନରେ ଉଡାଣ ପାଇଁ ମିଳିବନି ଅନୁମତି । ଯାତ୍ରୀଙ୍କ ସୁରକ୍ଷା ପାଇଁ ଡିଜିସିଏ ପକ୍ଷରୁ ଏଭଳି ନିୟମ କରାଯାଇଛି ।
ଅଧିକ ପଢନ୍ତୁ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ଥିଲା ; ତଦନ୍ତକାରୀ ସଂସ୍ଥାର ରିପୋର୍ଟ
ଏଥିପାଇଁ ଜିରୋ ଟଲୋରେନ୍ସ ପଲିସି ଲାଗୁ କରିବା ପାଇଁ ପ୍ରସ୍ତାବ ରଖାଯାଇଛି । ବିମାନ ଭିତରେ ମଦ ପିଇଲେ, ଧୁମ୍ରପାନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି । ନୂଆ ପ୍ରସ୍ତାବ ଅନୁସାରେ ର୍ଦୁବ୍ୟବହାର ବା ହଙ୍ଗାମା କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ମାନିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/19/airport-2026-02-19-08-58-22.jpeg)