ଗଙ୍ଗାବତୀ ସେସନ୍ସ କୋର୍ଟର ରାୟ ; ହମ୍ପି କାଣ୍ଡରେ ୩ ଜଣଙ୍କୁ ଫାସି

Advertisment

କର୍ଣ୍ଣାଟକର ପର୍ଯ୍ୟଟନସ୍ଥଳୀ  ହମ୍ପିରେ ଗଣଦୁଷ୍କର୍ମ ମାମଲା । ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କର୍ଣ୍ଣାଟକର ସେସନ୍‌ସ କୋର୍ଟ ।

କର୍ଣ୍ଣାଟକର ପର୍ଯ୍ୟଟନସ୍ଥଳୀ  ହମ୍ପିରେ ଗଣଦୁଷ୍କର୍ମ ମାମଲା । ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କର୍ଣ୍ଣାଟକର ସେସନ୍‌ସ କୋର୍ଟ ।

Punishment

କନକ ବ୍ୟୁରୋ : କର୍ଣ୍ଣାଟକର ପର୍ଯ୍ୟଟନସ୍ଥଳୀ  ହମ୍ପିରେ ଗଣଦୁଷ୍କର୍ମ ମାମଲା । ୩ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି କର୍ଣ୍ଣାଟକର ସେସନ୍‌ସ କୋର୍ଟ । ଦୋଷୀମାନେ ହେଉଛନ୍ତି ମଲ୍ଲେଶ ଓରଫ ହଣ୍ଡିମଲ୍ଲ, ଚୈତନ୍ୟ ସାଇ ଓ ଶରଣବସବା । ୨୦୨୫ ମାର୍ଚ୍ଚରେ ଘଟିଥିଲା ଏହି ଲଜ୍ଜାଜନକ ଘଟଣା ।

ଅଧିକ ପଢନ୍ତୁ : ରାଜଧାନୀରେ ପୁଣି ଏକ ଗଣଦୁଷ୍କର୍ମ : ଚାକିରି ଦେବା ନାଁରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଗତବର୍ଷ ମାର୍ଚ୍ଚ ୬ ତାରିଖରେ ହମ୍ପି ପର୍ଯ୍ୟଟନସ୍ଥଳୀରେ ଇସ୍ରାଏଲୀ ପର୍ୟ୍ୟଟକଙ୍କ ସମେତ ୨ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ଏବଂ ଜଣେ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଥିଲା । ହମ୍ପିର ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା । ଏହି ଘଟଣାରେ ଓଡ଼ିଆ ପର୍ଯ୍ୟଟକ ବିଭାସ କୁମାରଙ୍କୁ ହତ୍ୟା କରାଯାଇଥିଲା । କର୍ଣ୍ଣାଟକର ଗଙ୍ଗାବତୀ ସେସନ୍ସ କୋର୍ଟ ୩ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe