ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିରୁ ଅଧିକ ଆମିଷ

Advertisment

ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ବୁଧବାର ପଡୁଥିବାର ମନଖୋଲି ଆମିଷ ଖାଇଛନ୍ତି ରାଜଧାନୀବାସିନ୍ଦା । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । କୋଟି କୋଟି ଟଙ୍କାର ଆମିଷ ଖାଇଛନ୍ତି ଲୋକେ । ସର୍ବାଧିକ ଖାସି ମାଂସ ଓ ଚିକେନ ଖାଇଛନ୍ତି ଲୋକେ ।

Market

Market Photograph: (Kanak News)

କନକ ବ୍ୟୁରୋ : ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ବୁଧବାର ପଡୁଥିବାର ମନଖୋଲି ଆମିଷ ଖାଇଛନ୍ତି ରାଜଧାନୀବାସିନ୍ଦା । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । କୋଟି କୋଟି ଟଙ୍କାର ଆମିଷ ଖାଇଛନ୍ତି ଲୋକେ । ସର୍ବାଧିକ ଖାସି ମାଂସ ଓ ଚିକେନ ଖାଇଛନ୍ତି ଲୋକେ । ହୋଲିରେ ଏଭଳି ବେପାରକୁ ନେଇ ବ୍ୟବସାୟୀ ମଧ୍ୟ ଖୁସି । 

ଅଧିକ ପଢନ୍ତୁ : ହୋଲି ନା ଛାଡ଼ଖାଇ? ଆମିଷ ଖାଇବାରେ ସବୁ ରେକର୍ଡ ଭାଙ୍ଗିଲେ ରାଜଧାନୀବାସୀ...

ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିର ଆମିଷ 
ରାଜଧାନୀରେ ଜମିଲା ଆମିଷ ବ୍ୟବସାୟ 
ହୋଲିରେ  ୬୦ ଟନ୍‌ରୁ ଅଧିକ ଖାସି ମାଂସ ବିକ୍ରି 
୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି 
ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି 
୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍ ଖାଇଛନ୍ତି ରାଜଧାନୀବାସୀ 
ମାଛ ବ୍ୟବସାୟ ମଧ୍ୟ ମାଲାମାଲ କରିଛି 
ପାଖାପାଖି ୧୨୮ ଟନ୍‌ର ମାଛ ବ୍ୟବସାୟ ହୋଇଛି
ଏକ କୋଟି ୭୧ ଲକ୍ଷ ୮ ହଜାର ଟଙ୍କାର ମାଛ ବିକ୍ରି 
ମୋଟ୍ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe