କନକ ବ୍ୟୁରୋ : ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ବୁଧବାର ପଡୁଥିବାର ମନଖୋଲି ଆମିଷ ଖାଇଛନ୍ତି ରାଜଧାନୀବାସିନ୍ଦା । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । କୋଟି କୋଟି ଟଙ୍କାର ଆମିଷ ଖାଇଛନ୍ତି ଲୋକେ । ସର୍ବାଧିକ ଖାସି ମାଂସ ଓ ଚିକେନ ଖାଇଛନ୍ତି ଲୋକେ । ହୋଲିରେ ଏଭଳି ବେପାରକୁ ନେଇ ବ୍ୟବସାୟୀ ମଧ୍ୟ ଖୁସି ।
ଅଧିକ ପଢନ୍ତୁ : ହୋଲି ନା ଛାଡ଼ଖାଇ? ଆମିଷ ଖାଇବାରେ ସବୁ ରେକର୍ଡ ଭାଙ୍ଗିଲେ ରାଜଧାନୀବାସୀ...
ହୋଲିରେ ରାଜଧାନୀବାସୀ ଖାଇଲେ ୮ କୋଟିର ଆମିଷ
ରାଜଧାନୀରେ ଜମିଲା ଆମିଷ ବ୍ୟବସାୟ
ହୋଲିରେ ୬୦ ଟନ୍ରୁ ଅଧିକ ଖାସି ମାଂସ ବିକ୍ରି
୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି
ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି
୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍ ଖାଇଛନ୍ତି ରାଜଧାନୀବାସୀ
ମାଛ ବ୍ୟବସାୟ ମଧ୍ୟ ମାଲାମାଲ କରିଛି
ପାଖାପାଖି ୧୨୮ ଟନ୍ର ମାଛ ବ୍ୟବସାୟ ହୋଇଛି
ଏକ କୋଟି ୭୧ ଲକ୍ଷ ୮ ହଜାର ଟଙ୍କାର ମାଛ ବିକ୍ରି
ମୋଟ୍ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/market-2026-03-05-07-47-38.jpeg)