ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ବିବାଦ: ଲାହୋରରେ ‘ବିସିବି’ ମୁଖ୍ୟ

Advertisment

ଅନ୍ୟପକ୍ଷରେ ସୁରକ୍ଷା କାରଣ ଦର୍ଶାଇ ଭାରତ ନ ଆସିବାକୁ ମନା କରି ବିଶ୍ବକପ୍‌ରୁ ବିତାଡ଼ିତ ହୋଇଥିବା ବିସିବି ବି ବର୍ଜନ ନିଷ୍ପତ୍ତିର ସମାଧାନ ଲାଗି ଆଗ୍ରହ ଦେଖାଇଛି। ପିସିବି ଓ ଆଇସିସି ମଧ୍ୟରେ ଲାହୋରରେ ହେବାକୁ ଥିବା ଭର୍ଚୁଆଲ୍‌ ବୈଠକ ପୂର୍ବରୁ ବିସିବି ଅଧ୍ୟକ୍ଷ ସେଠାରେ ପହଞ୍ଚି ଯାଇଛନ୍ତି।

BCB

BCB Photograph: (Kanak News)

କନକ ବ୍ୟୁରୋ: ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାକିସ୍ତାନର ମ୍ୟାଚ୍‌ ବର୍ଜନ ସମାଧନ ପାଇଁ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି)ର ଅଧ୍ୟକ୍ଷ ଅମିନ ଉଲ୍‌ ଇସ୍‌ଲାମ ଲାହୋରରେ ପହଞ୍ଚିଛନ୍ତି। ଦୁଇ ଚିରପ୍ରତିଦ୍ବଦ୍ବୀ ଭାରତ-ପାକିସ୍ତାନ ମଧ୍ୟରେ ୧୫ ତାରିଖରେ ଖେଳାଯିବାକୁ ଥିବା ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ କିଭଳି ବାତିଲ ନ ହୁଏ ସେଥିଲାଗି ଆଇସିସି ଚେଷ୍ଟା ଚଲାଇଛି। କୌଣସି ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ନ ନେଇ ଖେଳକୁ ଗୁରୁତ୍ବ ଦେଇ ପିସିବି ସହ ଆଲୋଚନା ଜାରି ରଖିଛି।

ଆହୁରି ପଢ଼ନ୍ତୁ... ଏସୀୟ ସୁଟିଂ: ବିଶ୍ବ ରେକର୍ଡ ସହ ଅର୍ଜୁନ-ଏଲାଭେନିଲଙ୍କୁ ସ୍ବର୍ଣ୍ଣ

ଅନ୍ୟପକ୍ଷରେ ସୁରକ୍ଷା କାରଣ ଦର୍ଶାଇ ଭାରତ ନ ଆସିବାକୁ ମନା କରି ବିଶ୍ବକପ୍‌ରୁ ବିତାଡ଼ିତ ହୋଇଥିବା ବିସିବି ବି ବର୍ଜନ ନିଷ୍ପତ୍ତିର ସମାଧାନ ଲାଗି ଆଗ୍ରହ ଦେଖାଇଛି। ପିସିବି ଓ ଆଇସିସି ମଧ୍ୟରେ ଲାହୋରରେ ହେବାକୁ ଥିବା ଭର୍ଚୁଆଲ୍‌ ବୈଠକ ପୂର୍ବରୁ ବିସିବି ଅଧ୍ୟକ୍ଷ ସେଠାରେ ପହଞ୍ଚି ଯାଇଛନ୍ତି। ଲାହୋରରେ ପୂର୍ବତନ ବାଂଲାଦେଶ ଟେଷ୍ଟ୍‌ କ୍ରିକେଟର୍‌ ତଥା ଅଧ୍ୟକ୍ଷ ଅମିନ ପହଞ୍ଚି ପିସିବି ଅଧ୍ୟକ୍ଷ ମୋହସିନ ନକ୍‌ଭିଙ୍କୁ ଭେଟିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe