ସିକେ ନାଇଡୁ: ଆୟୁଷଙ୍କ ଶତକ, ବେଙ୍ଗଲ ୩୦୧/୭

Advertisment

ଶଶାଙ୍କ ସିଂହ ୨୦* ଓ ରବି କୁମାର ୧* ରନ୍‌ କରି ଅପରାଜିତ ଅଛନ୍ତି। ଶୁକ୍ରବାର ବେଙ୍ଗଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ପ୍ରଥମ ୱିକେଟ୍‌ରେ ଆୟୁଷ ଓ ଅନସ୍‌ ଅଲୀ ଖାଁ ୧୭୨ ରନ୍‌ ଯୋଡ଼ି ଥିଲେ। ଅନସ୍‌ ୬୮ ରନ୍‌ଙ୍କୁ ବାଦଲ ବିଶ୍ବାଳ ଆଉଟ୍‌ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ। 

CK Naidu-

କନକ ବ୍ୟୁରୋ: ବରଗଡ଼ କ୍ରିଷ୍ଣା ବିକାଶ ପଡ଼ିଆରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ୍‌ ସିକେ ନାଇଡୁ ମ୍ୟାଚ୍‌ ଶୁକ୍ରବାରଠାରୁ ଆରମ୍ଭ ହୋଇଛି । ପ୍ରଥମ ଦିବସର ଶେଷ ସୁଦ୍ଧା ବେଙ୍ଗଲ ଆୟୁଷ କୁମାର ସିଂହ (୧୦୭ ରନ୍‌)ଙ୍କ ଶତକ ସହାୟତାରେ ୭ ୱିକେଟ୍‌ ହରାଇ ୩୦୧ ରନ୍‌ କରିଛି । ଶଶାଙ୍କ ସିଂହ ୨୦* ଓ ରବି କୁମାର ୧* ରନ୍‌ କରି ଅପରାଜିତ ଅଛନ୍ତି । ଶୁକ୍ରବାର ବେଙ୍ଗଲ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ପ୍ରଥମ ୱିକେଟ୍‌ରେ ଆୟୁଷ ଓ ଅନସ୍‌ ଅଲୀ ଖାଁ ୧୭୨ ରନ୍‌ ଯୋଡ଼ି ଥିଲେ । ଅନସ୍‌ ୬୮ ରନ୍‌ଙ୍କୁ ବାଦଲ ବିଶ୍ବାଳ ଆଉଟ୍‌ କରି ଓଡ଼ିଶାକୁ ପ୍ରଥମ ସଫଳତା ଦେଇଥିଲେ । ଅନ୍ୟପଟେ ଆୟୁଷ ୧୦୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ପ୍ରଭାତ ମୌର୍ଯ୍ୟ ୩୨, ବିଶାଳ ଭଟି ୪୪ ରନ୍‌ କରିଥିଲେ । ଓଡ଼ିଶା ପକ୍ଷରୁ ବାଦଲ ବିଶ୍ବାଳ ୩ଟି ଏବଂ ସାଇଦୀପ ମହାପାତ୍ର ୨ଟି ଓ ସାଇ ସୁବ୍ରତ ଜେନା ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ । 

ଏହା ବି ପଢ଼ନ୍ତୁ: ଏସୀୟ ରାଇଫଲ ଓ ପିସ୍ତଲ ପ୍ରତିଯୋଗିତା: ରୁଦ୍ରାଂକ୍ଷଙ୍କୁ ସ୍ବର୍ଣ୍ଣ, ଅର୍ଜୁନଙ୍କୁ ରୌପ୍ୟ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe