କନକ ବ୍ୟୁରୋ: ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ମୃତ୍ୟୁ। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡ଼ିପୁର କେନାଲ ଛକ ଠାରେ ସଡ଼କ ଦୁର୍ଘଟଣାରେ ଗୁରୁ ପୃଷ୍ଟିଙ୍କ ପ୍ରାଣହାନି ଘଟିଛି । ଧାମନଗର ବ୍ଲକ ଷେଣ୍ଢପୁରରେ ସକଳ ତୀର୍ଥ ତୋ ଚରଣେ ନାଟକ ଅଭିନୟ କରିଥାନ୍ତେ ଗୁରୁ ପୃଷ୍ଟି। ଯାତ୍ରା ଇନ୍ଦ୍ରଭୁବନରେ କାର୍ଯ୍ୟ କରୁଥିଲେ ଗୁରୁ ପୃଷ୍ଟିଙ୍କ ।

Advertisment

ଅଧିକ ପଢନ୍ତୁ;  ବଲିଉଡ ଉପରେ ପଡ଼ିଛି ଶନିଦଶା ! ୧୦ ଦିନରେ ଆଖି ବୁଜିଲେଣି ୩ କଳାକାର, ପଙ୍କଜ ଓ ଅସରାନିଙ୍କ ପରେ ଶେଷନିଦ୍ରାରେ ସତୀଶ...

ଆଜି ଯାତ୍ରା ସ୍ଥଳକୁ ଯିବା ସମୟରେ ଦୁର୍ଘଟଣା ଘଟିଛି । ପୁଲିସ ଘଟଣା ସ୍ଥଳରୁ ଗୁରୁ ପୃଷ୍ଟିଙ୍କ ମୃତ ଦେହକୁ ଉଦ୍ଧାର କରି ମେଡିକାଲ ଆଣିଛି । କିନ୍ତୁ କେମିତି ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ । ଶବ ଵ୍ୟବଚ୍ଛେଦ ଗୃହରେ ମୃତ ଦେହ ଥିବା ବେଳେ ଯାତ୍ରା ଇନ୍ଦ୍ରଭୁବନ ପାର୍ଟିର ମ୍ୟାନେଜର, ଅଭିନେତାମାନେ ଆସି ଭଦ୍ରକ ମେଡିକାଲରେ ପହଂଚିଛନ୍ତି ।

ଅଧିକ ପଢନ୍ତୁ; ଅଫେରା ରାଇଜରେ ହ୍ୟୁମାନ୍ : ଝୁରୁଛନ୍ତି ଶ୍ରୋତା