ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ : ରାଜ୍ୟର ବିଷାକ୍ତ ସହର ତାଲିକାର ଶୀର୍ଷରେ ଅନୁଗୁଳ

ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ । ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ।  କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ ଅନୁଗୁଳର ବାୟୁର ମାନ ପୁଅର ବା ଖରାପ ସ୍ତରରେ ରହିଛି ।

8

Photograph: (KANAKNEWS)

କନକବ୍ୟୁରୋ  :  ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ । ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର ।  କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ ଅନୁଗୁଳର ବାୟୁର ମାନ ପୁଅର ବା ଖରାପ ସ୍ତରରେ ରହିଛି ।  

ଗଞ୍ଜାମ ଖଲ୍ଲିକୋଟ ଥାନା କୈଠଡ଼ା ଗ୍ରାମରେ ଅଭାବନିୟ ଘଟଣା, ବେଆଇନ୍ ବାଣ ଭିଡୁଥିବାବେଳେ ବିସ୍ଫୋରଣ

ଅପରପକ୍ଷରେ ଆଜି ଦୀପାବଳି ପାଇଁ ବହୁ ମାତ୍ରାରେ ବାଣ ବିକ୍ରି ହେଉଥିବାରୁ ଆଜି ଅନୁଗୁଳ ସହରରେ ବାୟୁ ପ୍ରଦୂଷଣ ବହୁ ମାତ୍ରାରେ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । 

ଗତକାଲି ଅପରାହ୍ନ ସୁଦ୍ଧା ରାଜ୍ୟର ସହରଗୁଡ଼ିକର AQI 
ଅନୁଗୁଳ- ୨୨୯ Poor 
ବାଲେଶ୍ଵର - ୧୫୬ Moderate 
ବଡ଼ବିଲ - ୧୮୪ Moderate
ବାରିପଦା - ୧୭୧ Moderate 
ଭୁବନେଶ୍ୱର - ୧୨୨ Moderate
କଟକ - ୧୪୭ Moderate
କେନ୍ଦୁଝର - ୧୨୮ Moderate
ତାଳଚେର -୧୪୪ Moderate  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe