ଏସଆଇ ପରୀକ୍ଷା ପରେ ଆଜି ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ, ସର୍ଭର ଡାଉନ୍ ଯୋଗୁଁ ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ପରୀକ୍ଷା

 ଚଳିତ ବର୍ଷ ୫ଲକ୍ଷରୁ ଅଧିକ ଚାକିରି ଆଶାୟୀ ପରୀକ୍ଷା ଦେଉଛନ୍ତି । ଆୟୋଗଙ୍କ ପକ୍ଷରୁ ଅକ୍ଟୋବର ୮ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ପରୀକ୍ଷା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିଦିନ ୩ଟି ଫେଜରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଓ ପରୀକ୍ଷା ବିଳମ୍ବ ହେବା; ପରିଚାଳନା କରୁଥିବା ସଂସ୍ଥାର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଟିସିଏସର ପ୍ରତିକ୍ରିୟା ମିଳିପାରିନି ।

exam

କନକ ବ୍ୟୁରୋ :  ପୂର୍ବ ଆରଆଇ ପରୀକ୍ଷାରେ ବଡ ବିବାଦ ପରେ ଆଶା କରାଯାଉଥିଲା ଏଥର ଠିକଠାକ୍ ହେବ। କିନ୍ତୁ ସେମିତି ହୋଇପାରିଲା ନାହିଁ । ଓଡ଼ିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ଦ୍ବାରା ହେଉଥିବା ଆରଆଇ ପରୀକ୍ଷାରେ ଆଜି ପୁଣି ଥରେ ବିଭ୍ରାଟ ଦେଖିବାକୁ ମିଳିଛି । ପରୀକ୍ଷାର୍ଥୀଙ୍କ ଅଭିଯୋଗ କରିଛନ୍ତି, ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଥିଲା । ଏଣୁ ସକାଳ ୭ଟା ୩୦ ପ୍ରବେଶ ସମୟ ଥିଲାବେଳେ ୮ଟା ୪୫ରେ ଭିତରକୁ ଛଡା ଯାଇଥିଲା । 

ନୂଆପଡ଼ାରେ ବିଶାଳ ଶୋଭାଯାତ୍ରା କରି ଜୟଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ, ମଞ୍ଚରୁ ନବୀନଙ୍କୁ କଲେ ଟାର୍ଗେଟ୍

 ଚଳିତ ବର୍ଷ ୫ଲକ୍ଷରୁ ଅଧିକ ଚାକିରି ଆଶାୟୀ ପରୀକ୍ଷା ଦେଉଛନ୍ତି । ଆୟୋଗଙ୍କ ପକ୍ଷରୁ ଅକ୍ଟୋବର ୮ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ପରୀକ୍ଷା ସମୟ ଧାର୍ଯ୍ୟ କରାଯାଇଛି । ପ୍ରତିଦିନ ୩ଟି ଫେଜରେ ପରୀକ୍ଷା ହେଉଛି । ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ହେବା ଓ ପରୀକ୍ଷା ବିଳମ୍ବ ହେବା; ପରିଚାଳନା କରୁଥିବା ସଂସ୍ଥାର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି । ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଟିସିଏସର ପ୍ରତିକ୍ରିୟା ମିଳିପାରିନି ।

ଉଦଘାଟନ ପରଠାରୁ ଗୋଶାଳା ଗେଟରୁ ଫିଟୁନି ତାଲା, ସହର ଭିତରେ ହାଉଯାଉ ଗାଈଗୋରୁ

ନିଯୁକ୍ତି ପରୀକ୍ଷାରେ ବାରମ୍ବାର ବିଭ୍ରାଟ ହେବା ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କୁ ଶକ୍ତ ଆଘାତ ଦେଉଛି। ହେଲେ ଚେତୁନାହାନ୍ତି ନିଯୁକ୍ତି ଦାୟିତ୍ବରେ ଥିବା ଆୟୋଗ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe