ମହାଶିବରାତ୍ରିରେ ନିଆରା ପ୍ରୟାସ : ପ୍ରେମ ପାଇଁ ରାସ୍ତାରେ ଦଣ୍ତ ପ୍ରଣାମ

Advertisment

ମହାଶିବରାତ୍ରିରେ ନିଆରା ମାନସିକ। ପ୍ରେମ ପାଇଁ ରାସ୍ତାରେ ଗଡି ଗଡି ମନ୍ଦିର ଗଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ । ତଳେ ଗଡି ଗଡି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି

ମହାଶିବରାତ୍ରିରେ ନିଆରା ମାନସିକ। ପ୍ରେମ ପାଇଁ ରାସ୍ତାରେ ଗଡି ଗଡି ମନ୍ଦିର ଗଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ । ତଳେ ଗଡି ଗଡି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି

love

Photograph: (kanaknews)

କନକବ୍ୟୁରୋ : ମହାଶିବରାତ୍ରିରେ ନିଆରା ମାନସିକ। ପ୍ରେମ ପାଇଁ ରାସ୍ତାରେ ଗଡି ଗଡି ମନ୍ଦିର ଗଲେ ଯୁବକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ । ତଳେ ଗଡି ଗଡି ସ୍ଥାନୀୟ ଅମ୍ବାଦଳା କପିଳେଶ୍ୱର ମନ୍ଦିରରକୁ ଯାଇଛନ୍ତି ଲୋକନାଥ ଡ଼ଙ୍ଗରି ।  ସ୍ଥାନିୟ ଇଚ୍ଛାପୁର ପଂଚାୟତ ଡାଙ୍ଗବାଡ଼ି ଗ୍ରାମର ଲୋକନାଥ ଡ଼ଙ୍ଗରି  ଜଣେ ଉଚ୍ଚ ଶିକ୍ଷିତ ।  ଚେନ୍ନାଇ ର ଏକ କମ୍ପାନୀରେ ଅପରେଟର ଭାବେ କାର୍ଯ୍ୟ କରନ୍ତି ।

ଅଧିକ ପଢନ୍ତୁ... ଶିବରାତ୍ରୀରେ କଳାକନା ବୁଲାଇଲେ ଲୁଟେରା : ପୁଲିସ୍ ର ଦତନ୍ତ ଆରମ୍ଭ

ହେଲେ ଲୋକନାଥ ନିଜ ପ୍ରେମକୁ ପାଇବା ପାଇଁ ସେ ଏଭଳି କରିଛନ୍ତି । ଡାଙ୍ଗବାଡ଼ି ଠାରୁ ଅମ୍ଳଭଟା ଶିବ ମନ୍ଦିରକୁ ପ୍ରାୟ ୪ କିଲୋମିଟର ଧାରଣା ପଡିପଡି  ମନ୍ଦିର ଯାଇଛନ୍ତି । ଭଗବାନ ଶିବଙ୍କୁ ଦର୍ଶନ କରିବା ସହ ଭଗବାନଙ୍କ ନିକଟରେ ମାନସିକ ରଖିଛନ୍ତି । ଶାଶ୍ଵତ ପ୍ରେମକୁ ସାର୍ଥକ କରିବା ପାଇଁ ମନ୍ଦିର ରାସ୍ତାରେ ପୁଅକୁ ସୁରକ୍ଷା ଦବାକୁ ବସ୍ତ୍ର ପକାଇ ଧାରଣା  ପଡି ଯିବାରେ ସାହାଯ୍ୟ କରି ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି ପିତାମାତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe