ଘର ମାଲିକଙ୍କ ଅମାନବୀୟ କାଣ୍ଡ,  ଫୁଲ ତୋଳିବାକୁ ଆସି ପଡୋଶୀଙ୍କ ଜୀବନ ଗଲା

ଗଛରେ ଘର ମାଲିକ ବିଦ୍ୟୁତ ତାର ଲଗାଇ ଦେଇଥିବା ଅଭିଯୋଗ ।

Death

Death Photograph: (KanakNews)

କନକ ବ୍ୟୁରୋ: ସାମାନ୍ୟ ଫୁଲ ପାଇଁ ଗଲା ଜୀବନ । ଘର ମାଲିକଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି ନୀଳଗିରି ଅଞ୍ଚଳରେ । ଫୁଲଗଛରେ ଲଗାଇଦେଲେ କରେଣ୍ଟ । ଫୁଲ ତୋଳିବାକୁ ଆସିଥିବା ସମୟରେ ଗଲା ପଡୋଶୀଙ୍କ ଜୀବନ । ନୀଳଗିରି ଏନଏସି ୫ ନମ୍ବର ୱାର୍ଡ ସାନଅତା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମୃତକ ଯୁବକ ହେଲେ ତାପସ ଦାସ । 

ଯୁବତୀଙ୍କ ସହ ଜବରଦସ୍ତି କରୁଥିଲେ: ଜିଭକୁ କାଟିଦେଲେ ପୀଡ଼ିତା

ଷ୍ଟୋରୀ ଅପଡେଟ୍‌ ହେଉଛି...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe