କନକବ୍ୟୁରୋ : ନିଶା ଉଜାଡି ଦେଲା ପରିବାର । ପୁଅକୁ କରିଦେଲା ପିଶାଚ। ନିଶା ପାଇଁ ପାଗଳ ହୋଇ ଜନ୍ମକଲା ମାଆକୁ ଜାଳିଦେଲା ପୁଅ । ଏଭଳି ଏକ ହୃଦୟ ବିଦାରକ ଖବର ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବିଲଣା ଗଳଗଣ୍ଡପୁର ଗାଁରୁ । ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଲା ପୁଅ । ମାଆ ଟଙ୍କା ନଦେବାରୁ ପେଟ୍ରୋଲ ଢାଳି ମାଆକୁ ଜାଳିଦେଲା ପୁ ଅ। ସମ୍ପର୍କୀୟ ଓ ପାଖ ପଡ଼ୋଶୀ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛନ୍ତି । ସମ୍ପର୍କୀୟଙ୍କ ସୂଚନା ଅନୁସାରେ ତାଙ୍କ ଅବସ୍ଥା ଗୁରୁତର ରହିଛି ।
ଅଧିକ ପଢନ୍ତୁ.... ପୁଣି ଓଡ଼ିଶା ବିରୋଧରେ ବର୍ଷିଲେ ଟିଏମସି ସାଂସଦ ମହୁଆ ମୋଇତ୍ରା : କହିଲେ ବଙ୍ଗଳା କହିଲେ ଓଡ଼ିଶାରେ ରୋହିଙ୍ଗ୍ୟା କହି ଦିଆଯାଉଛି ନିର୍ଯାତନା
ଅଧିକ ଖବର ଅପଡେଟ୍ କରୁଛୁ....
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/04/20-2025-12-04-10-40-09.jpg)