ତିନିକୋଶିଆ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୨ ଏକରରୁ ଅଧିକ ଜଙ୍ଗଲ ପାଉଁଶ

Advertisment

ଜଳୁଛି କୁଳଡିଆ ଅଭୟାରଣ୍ୟ ର ତିନିକୋଷିଆ ଜଙ୍ଗଲ, ଜଳିପୋଡ଼ି ମୂଲ୍ୟବାନ ଗଛଲତା ନଷ୍ଟ, ଖିପ୍ରଗତିରେ ବ୍ୟାପି ଚାଲିଛି ନିଆଁ। ଖବର ପାଇ ନିଆଁ କୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଳିଛି ଉଦ୍ୟମ

ଜଳୁଛି କୁଳଡିଆ ଅଭୟାରଣ୍ୟ ର ତିନିକୋଷିଆ ଜଙ୍ଗଲ, ଜଳିପୋଡ଼ି ମୂଲ୍ୟବାନ ଗଛଲତା ନଷ୍ଟ, ଖିପ୍ରଗତିରେ ବ୍ୟାପି ଚାଲିଛି ନିଆଁ। ଖବର ପାଇ ନିଆଁ କୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଳିଛି ଉଦ୍ୟମ

WhatsApp Image 2026-03-09 at 1.12.03 PM

Photograph: (kanak news)

କନକ ବ୍ୟୁରୋ: ଜଳୁଛି କୁଳଡିଆ ଅଭୟାରଣ୍ୟ ର ତିନିକୋଷିଆ ଜଙ୍ଗଲ, ଜଳିପୋଡ଼ି ମୂଲ୍ୟବାନ ଗଛଲତା ନଷ୍ଟ, ଖିପ୍ରଗତିରେ ବ୍ୟାପି ଚାଲିଛି ନିଆଁ। ଖବର ପାଇ ନିଆଁ କୁ ଆୟତ କରିବା ପାଇଁ ବନ ବିଭାଗ ପକ୍ଷରୁ ଚାଳିଛି ଉଦ୍ୟମ, ନିକଟରେ ଗାଁ ଥିବାରୁ ଭୟରେ ଲୋକେ। ସେପଟେ ପବନର ବେଗ ଶହ ବ୍ୟାପିଚାଲିଛି ନିଆଁ,।ଦଳି ପୋଡି ପାଉଁଶ ହେଲାଣି ୨ ଏକରରୁ ଉର୍ଦ୍ଧ୍ବ ଜଙ୍ଗଲ। 

ନିଆଁର ଆଁରେ ଜଙ୍ଗଲ। ରାଜ୍ୟର କେଉଁଠି ନା କେଉଁଠି ଜଳୁଛି ସଂରକ୍ଷିତ ଜଙ୍ଗଲ। କେହି ଦୁର୍ବୃତ୍ତ ଲଗାଉଥିବା ହେଉ କିମ୍ବା ଶିକାର କରିବାକୁ ଯାଇ ଶିକାରୀ ନିଆଁ ଲଗାଇ ଦେଉଛନ୍ତି। ଏହି ଜଙ୍ଗଲ ନିଆଁକୁ ଆୟତ୍ତ କରିବାକୁ ଯାଇ ନାକେଦମ୍ ହେଉଛି ବନ ବିଭାଗ। ସେପଟେ ଏହାଦ୍ବାରା ନଷ୍ଟ ହେଉଛି ଜୈବ ବିବିଧତା। 

 ଆହୁରି ପଢ଼ନ୍ତୁ:ରୋଷେଇ ଘରୁ ଶବଦାହ ପର୍ଯ୍ୟନ୍ତ ପ୍ରଭାବିତ କରିଛି ଗ୍ୟାସ୍ ମୂଲ୍ୟ ବୃଦ୍ଧି : ଭାରତୀୟଙ୍କ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe