ରିଲିଜ ହେଲା ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ-ଏକ୍ ପ୍ରେମକଥା’ର ନୂଆ ପୋଷ୍ଟର

ରିଲିଜ ହେଲା ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ-ଏକ୍ ପ୍ରେମକଥା’ର ନୂଆ ପୋଷ୍ଟର

photo courtesy- ani

ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ସିନେମା ‘ଟୟଲେଟ-ଏକ୍ ପ୍ରେମକଥା’ର ନୂଆ ପୋଷ୍ଟର ରିଲିଜ ହୋଇଛି । ଏହି ପୋଷ୍ଟରଟି ଅନ୍ୟ ପୋଷ୍ଟର ମାନଙ୍କ ଠାରୁ ଭିନ୍ନ ଲାଗୁଛି । ଏଥିରେ ଅକ୍ଷୟ ଟଙ୍କାମାଳ ପକାଇ ନିଜ ବାରାତରେ ନିଜେ ନାଚୁଥିବାର ଦେଖିବାକୁ ମିଳିଛି । ଆଉ ଏହି ପୋଷ୍ଟରରେ ଲେଖାଯାଇଛି ‘ନୋ ଟଏଲେଟ ନୋ ବ୍ରାଇଡ୍’

ଏହି ସିନେମାର କାହାଣୀ ସ୍ୱଛ ଭାରତ ଅଭିଯାନ ଉପରେ ଆଧାରିତ । ଆଜି ଏହାର ଟ୍ରେଲର ରିଲିଜ କରାଯିବ ।  ଅକ୍ଷୟଙ୍କ ବିପକ୍ଷରେ ଏହି ସିନେମାରେ ଅଭିନେତ୍ରୀ ଭୂମି ପେଡନେକର ଅଭିନୟ କରୁଛନ୍ତି । ୧୧ ଅଗଷ୍ଟରେ ଏହି ସିନେମା ରିଲିଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe