ଟ୍ରକ ସହ ଧକ୍କା ହେଲା ବସ୍ : ଜଣେ ଗୁରୁତର

16

ବାଲେଶ୍ୱର : ବାଲେଶ୍ୱର ନିକଟରେ ଟ୍ରକ ସହ ଧକ୍କା ହେଲା ବସ୍ । ବସ୍ ହେଲପର ଗୁରୁତର । କଲିକତାରୁ ଆସୁଥିବା ଖାନ ନାମକ ବସ ବାଲେଶ୍ୱର ସୁନାକଣିଆ ନିକଟରେ ଛିଡା ହୋଇଥିବା ଆଙ୍ଗେଲ ବୋଝେଇ ଟ୍ରକକୁ ଧକା ଦେଇଥିଲା । ଟ୍ରକରେ ଥିବା ଆଙ୍ଗେଲ ଡ୍ରାଇଭର ନିକଟରେ ବସିଥିବା ହେଲପର ଛାତିରେ ଗଳିଯାଇଥିଲା ।

ହେଲପରକୁ ତୁରନ୍ତ ବାଲେଶ୍ୱର ମେଡିକାଲକୁ ନିଆଯାଇଥିଲା । କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ତେବେ ଯାତ୍ରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.