କନକ ବ୍ୟୁରୋ : ନୟାଗଡ ଶରଣକୁଳ ଥାନା ବଡଗୋରଡାରେ ଗୁଳିକାଣ୍ଡ । ଲୁଟ ପାଇଁ ଟ୍ରକ ଚାଳକଙ୍କୁ ଗୁଳିମାଡ କରିଛନ୍ତି ୨ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଟ୍ରକ ଚାଳକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବାବେଳେ ବେଳେ ଜଣେ ଫେରାର ହୋଇଯାଇଛି । ସିମେଂଟ ବୋଝେଇ ଟ୍ରକଟିକୁ ଅଟକାଇ ଡ୍ରାଇଭରଠାରୁ ଲୁଟ୍ କରିବା ପାଇଁ ଗୁଳି ମାଡ କରିଛନ୍ତି ଦୁର୍ବୃତ୍ତ ।
ନୟାଗଡ : ଲୁଟ ପାଇଁ ଟ୍ରକ ଚାଳକଙ୍କୁ ଗୁଳିମାଡ କଲେ ୨ଦୁର୍ବୃତ୍ତ
/kanak/media/post_attachments/wp-content/uploads/2017/10/gun-shooting.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)