ନୟାଗଡ : ଓଡଗାଁ ଥାନା ବିଲମାନପୁରରେ ଓଲଟିଲା ସ୍କୁଲ ବସ, ୧୯ ଛାତ୍ରଛାତ୍ରୀ ଆହତ

Advertisment
ନୟାଗଡ : ଓଡଗାଁ ଥାନା ବିଲମାନପୁରରେ ଓଲଟିଲା ସ୍କୁଲ ବସ, ୧୯ ଛାତ୍ରଛାତ୍ରୀ ଆହତ

କନକ ବ୍ୟୁରୋ : ନୟାଗଡ ଓଡଗାଁ ଥାନା ବିଲମାନୁପରରେ ଓଲଟିଲା ସ୍କୁଲ ବସ । ସ୍କୁଲ ବସ ଓଲଟିବା ଫଳରେ ୧୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଓଡଗାଁ ଅରବିନ୍ଦ ଶିକ୍ଷା କେନ୍ଦ୍ରର । ଚକ ଫାଟିଯିବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe