କନକ ବ୍ୟୁରୋ : ନୟାଗଡ ଓଡଗାଁ ଥାନା ବିଲମାନୁପରରେ ଓଲଟିଲା ସ୍କୁଲ ବସ । ସ୍କୁଲ ବସ ଓଲଟିବା ଫଳରେ ୧୯ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଓଡଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଛାତ୍ରୀ ମାନେ ହେଉଛନ୍ତି ଓଡଗାଁ ଅରବିନ୍ଦ ଶିକ୍ଷା କେନ୍ଦ୍ରର । ଚକ ଫାଟିଯିବାରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।
ନୟାଗଡ : ଓଡଗାଁ ଥାନା ବିଲମାନପୁରରେ ଓଲଟିଲା ସ୍କୁଲ ବସ, ୧୯ ଛାତ୍ରଛାତ୍ରୀ ଆହତ
/kanak/media/post_attachments/wp-content/uploads/2017/03/Screen-shot-2017-03-22-at-12.51.24-PM.png)