କନକ ବ୍ୟୁରୋ : ଆଜି ବିଧାନସଭାରେ ଉଠିଛି ଜାତୀୟ ପତାକା ଅବମାନାନା ପ୍ରସଙ୍ଗ । ବିଜେପି ବିଧାୟକ ଦଳ ନେତା କେଭି ସିଂ ଦେଓ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଗାଡିରେ ବାମ ପାର୍ଶ୍ୱରେ ଜାତୀୟ ପତାକା ଲାଗିଛି । ନିୟମ ଅନୁସାରେ ଜାତୀୟ ପତାକା ଅବମାନନା କଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି ।
â
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2017/03/Screen-shot-2017-03-02-at-1.39.34-PM.png)