କନକ ବ୍ୟୁରୋ : କଳାହାଣ୍ଡି ଲୋକସଭା ଅନ୍ତର୍ଗତ ନର୍ଲା ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ । ୧୯୬୭ରେ ଗଠନ ହୋଇଥିଲା ନର୍ଲା ନିର୍ବାଚନମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରୁ ନର୍ଲାରେ କୁଲତା ସଂପ୍ରଦାୟର ପ୍ରାୟ ୫୬ ହଜାର ଭୋଟ୍ ବ୍ୟାଙ୍କ ରହିଛି । ନର୍ଲା, କାର୍ଲାମୁଣ୍ଡା, ମଦନପୁର-ରାମପୁର ଏବଂ କେସିଙ୍ଗା ବ୍ଳକର ୯ଟି ଗ୍ରାମପଂଚାୟତକୁ ନେଇ ନର୍ଲା ନିର୍ବାଚନମଣ୍ଡଳୀ ଗଠିତ ।
୨୦୧୯ର ଲଢେଇ
ବିଜେଡି: ଭୂପିନ୍ଦର ସିଂହ
କଂଗ୍ରେସ: ଚିତ୍ତରଂଜନ ମଣ୍ଡଳ
ବିଜେପି: ଅନିରୁଦ୍ଧ ପ୍ରଧାନ
ବିଜେଡି: ଭୂପିନ୍ଦର ସିଂହ
- ପୂର୍ବତନ କଂଗ୍ରେସ ବିଧାୟକ
- ୨୦୧୪ ପୂର୍ବରୁ ବିଜେଡିରେ ମିଶି ରାଜ୍ୟସଭା ଯାଇଥିଲେ
- କଂଗ୍ରେସରୁ ବିଧାୟକ ହୋଇ ବିରୋଧୀ ଦଳ ନେତା ଥିଲେ
- ବିଧାନସଭା ଆସନ ପୁନର୍ଗଠନ ପୂର୍ବରୁ କେସିଙ୍ଗାରୁ ବିଧାୟକ ହୋଇ ମନ୍ତ୍ରୀ ଥିଲେ
କଂଗ୍ରେସ: ଚତ୍ତରଂଜନ ମଣ୍ଡଳ
- ଭବାନୀପାଟଣା ମ୍ୟୁନିସିପାଲଟି ଉପାଧ୍ୟକ୍ଷ
- କାଉନସିଲର ଏବଂ କଂଗ୍ରେସ ସଂଗଠକ
ବିଜେପି: ଅନିରୁଦ୍ଧ ପ୍ରଧାନ
- ବିଜେପିର ନୂଆ ମୁହଁ
- କୁଲତା ସଂପ୍ରଦାୟର ଚେହେରା
ମୁହାଁମୁହିଁ ପ୍ରାର୍ଥୀ
- ବିଜେଡି ପ୍ରାର୍ଥୀ ଭୂପିନ୍ଦର ସିଂହ ପୂର୍ବରୁ କଂଗ୍ରେସରୁ ବିଧାୟକ ଥାଇ ବିରୋଧୀ ଦଳ ନେତା ଥିଲେ
- ବିଜେଡିରେ ମିଶି ରାଜ୍ୟସଭା ସାଂସଦ ହୋଇଥିଲେ
- କଂଗ୍ରେସ ପ୍ରାର୍ଥୀ ଚିତ୍ତରଂଜନ ମଣ୍ଡଳ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢୁଛନ୍ତି
- କାଉନସିଲର ଏବଂ ମ୍ୟୁନିସିପାଲଟି ଉପାଧ୍ୟକ୍ଷ ଥିଲେ ଚିତ୍ତରଂଜନ
- ନୂଆ ଚେହେରା ହେଲେ ମଧ୍ୟ କୁଲତା ସଂପ୍ରଦାୟର ବଡ ଭୋଟ୍ ବ୍ୟାଙ୍କ ରହିଛି ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପ୍ରଧାନଙ୍କ ହାତରେ
୨୦୧୪ର ଲଢ଼େଇ
- ମୈଦାନରେ ଥିଲେ ମୋଟ ୨୦ ଜଣ ପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୬ ହଜାର ୪୮୮
- ମତ ଦେଇଥିଲେ- ୧ ଲକ୍ଷ ୫୦ ହଜାର ୪୯୬
- ଭୋଟଦାନ ହାର-୭୬.୫୯%
୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଧନେଶ୍ୱର ମାଝୀ ବିଜେଡି ୫୬,୭୮୩ ୩୭.୭୩% ବିଜୟୀ
ଆର୍ତତ୍ରାଣ ମହାପାତ୍ର ବିଜେପି ୩୧,୮୦୯ ୨୧.୧୪% ପରାସ୍ତ
ଜଗନ୍ନାଥ ପଟ୍ଟନାୟକ କଂଗ୍ରେସ ୪୧,୦୧୫ ୨୭.୨୫% ପରାସ୍ତ
ବିଜେଡିର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଧନେଶ୍ୱର ମାଝୀ
ଦଳ-ବିଜେଡି
ଭୋଟ-୫୬,୭୮୩
ପ୍ରତିଶତ-୩୭.୭୩%
ଫଳାଫଳ-ବିଜୟୀ
ବିଜେପିର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଆର୍ତତ୍ରାଣ ମହାପାତ୍ର
ଦଳ-ବିଜେପି
ଭୋଟ-୩୧,୮୦୯
ପ୍ରତିଶତ-୨୧.୧୪%
ଫଳାଫଳ-ପରାସ୍ତ
କଂଗ୍ରେସର ପ୍ରଦର୍ଶନ(୨୦୧୪)
ପ୍ରାର୍ଥୀ-ଜଗନ୍ନାଥ ପଟ୍ଟନାୟକ
ଦଳ-କଂଗ୍ରେସ
ଭୋଟ-୪୧,୦୧୫
ପ୍ରତିଶତ-୨୭.୨୫%
ଫଳାଫଳ-ପରାସ୍ତ
କିଏ ମାରିଥିଲେ ବାଜି?
- ବିଜେଡି ପ୍ରାର୍ଥୀ ଧନେଶ୍ୱର ମାଝୀ ବିଜୟୀ ହୋଇଥିଲେ
- ୫୬ ହଜାର ୭୮୩ ଭୋଟ୍ ପାଇଥିଲେ ବିଜେଡି ପ୍ରାର୍ଥୀ
- କଗ୍ରେସ ପ୍ରାର୍ଥୀ ଜଗନ୍ନାଥ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ
- ୧୫ ହଜାର ୭୬୮ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୧୭ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ
୨୦୦୯ର ଲଢ଼େଇ
- ମୈଦାନରେ ଥିଲେ ମୋଟ ୧୨ ଜଣ ପ୍ରାର୍ଥୀ
- ମୋଟ୍ ଭୋଟର ସଂଖ୍ୟା- ୧ ଲକ୍ଷ ୯୨ ହଜାର ୬୯୧
- ମତ ଦେଇଥିଲେ- ୧ ଲକ୍ଷ ୩୬ ହଜାର ୯୮୫
- ଭୋଟଦାନ ହାର- ୭୧.୧୧%
୨୦୦୯ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭୂପିନ୍ଦର ସିଂ କଂଗ୍ରେସ ୪୯,୭୪୮ ୩୬.୩୨% ବିଜୟୀ
ଶ୍ରୀକାନ୍ତ ହୋତା ବିଜେପି ୨୨,୨୩୬ ୧୬.୨୩% ପରାସ୍ତ
ନୀଳମଣୀ ସାହୁ ସ୍ୱାଧିନ ୧୭,୦୪୪ ୧୨.୪୪% ପରାସ୍ତ
ଜାକିର ହୁସେନ ଏନସିପି ୧୬୭୧୨ ୧୨.୨୦% ପରାସ୍ତ
ସନ୍ତୋଷ କୁମାର ମୁଣ୍ଡ ସ୍ୱାଧୀନ ୧୨୧୯୯ ୮.୯୧% ପରାସ୍ତ
ବିଜେଡିର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ- ନଥିଲେ
ଦଳ- ବିଜେଡି
ବିଜେପିର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ- ଶ୍ରୀକାନ୍ତ ହୋତା
ଦଳ-ବିଜେପି
ଭୋଟ-୨୨,୨୩୬
ପ୍ରତିଶତ-୧୬.୨୩%
ଫଳାଫଳ-ପରାସ୍ତ
କଂଗ୍ରେସର ପ୍ରଦର୍ଶନ(୨୦୦୯)
ପ୍ରାର୍ଥୀ-ଭୂପିନ୍ଦର ସିଂ
ଦଳ-କଂଗ୍ରେସ
ଭୋଟ-୪୯,୭୪୮
ପ୍ରତିଶତ-୩୬.୩୨%
ଫଳାଫଳ- ବିଜୟୀ
କିଏ ମାରିଥିଲେ ବାଜି?
- କଂଗ୍ରେସ ପ୍ରାର୍ଥୀ ଭୂପିନ୍ଦର ସିଂ ବିଜୟୀ ହୋଇଥିଲେ
- ୪୯ ହଜାର ୭୪୮ ଭୋଟ୍ ପାଇଥିଲେ ଭୂପିନ୍ଦର ସିଂ
- ବିଜେପି ପ୍ରାର୍ଥୀ ଶ୍ରୀକାନ୍ତ ହୋତାଙ୍କୁ ପରାସ୍ତ କରିଥିଲେ
- ୨୭ ହଜାର ୫୧୨ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୭ ଜଣ ପ୍ରାର୍ଥୀ ଅମାନତ ହରାଇଥିଲେ
୨୦୦୯ ବନାମ ୨୦୧୪
- ୨୦୧୪ରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳିଥିଲେ
- ଶ୍ରୀକାନ୍ତ ହୋତାଙ୍କ ସ୍ଥାନରେ ଆର୍ତତ୍ରାଣ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
- ନିର୍ବାଚନ ପୂର୍ବରୁ ଭୂପିନ୍ଦର କଂଗ୍ରେସ ଛାଡିବାରୁ ଜଗନ୍ନାଥ ପଟନାୟକଙ୍କୁ ପ୍ରାର୍ଥୀ କରିଥିଲା
କଂଗ୍ରେସ
-ବିଜେଡି ଧନେଶ୍ୱର ମାଝୀଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା