ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ

ଚର୍ଚ୍ଚାରେ ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ

source-amar ujala

publive-imageବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନିଜର ହଟ୍ ଓ ବୋଲ୍ଡ ଫଟୋକୁ ନେଇ ସବୁବେଳେ ରହନ୍ତି ଚର୍ଚ୍ଚାରେ । ସେ ସବୁବେଳେ ସାଙ୍ଗମାନଙ୍କ ସହ ପାର୍ଟିରେ ଉପଭୋଗ କରୁଥିବା ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ ନବ୍ୟା ନିଜ ମାଇଁ ଐଶ୍ୱର୍ୟ୍ୟା ରାୟ ବଚ୍ଚନଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି ଇନଷ୍ଟାଗ୍ରାମରେ, ଯେଉଁଠି ସେ ବହୁତ ସୁନ୍ଦର ଲାଗୁଛନ୍ତି । ଏଇ ଫଟୋରେ ସେମାନଙ୍କ ସହ କରଣ ଜୋହର ମଧ୍ୟ ଅଛନ୍ତି ।

ନବ୍ୟା ଇନଷ୍ଟାଗ୍ରାମରେ ନିଜ ଫଟୋ ଶେୟାର କରିବା ମାମଲାରେ ସବୁବେଳେ ସକ୍ରିୟ ଥା’ନ୍ତି । କିଛି ଦିନ ପୂର୍ବରୁ ଶାହାରୁଖ ଖାନଙ୍କ ପୁଅ ସହ ନିଜର କିଛି ବ୍ୟକ୍ତିଗତ ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରି ସେ ବେଶ୍ ଚର୍ଚ୍ଚାରେ ଥିଲେ । ଏହା ବ୍ୟତୀତ ତାଙ୍କର ବିକିନୀ ପିନ୍ଧା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇ ଧୁମ୍ ମଚାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe