ନବରଙ୍ଗପୁରରେ ବିଜେଡିର ପଲ୍ଲା ଭାରି !

ନବରଙ୍ଗପୁରରେ ବିଜେଡିର ପଲ୍ଲା ଭାରି !

କନକ ବ୍ୟୁରୋ : ନବରଙ୍ଗପୁରରେ ବିଜେଡି ୧୧ ଟି ଆସନ, କଂଗ୍ରେସ ୦୮ ଆସନ ଓ ବିଜେପି ୭ଟି ଆସନ ପାଇଛି । ମୋଟ ୨୬ ଆସନ ମଧ୍ୟରୁ ୧୧ଟି ଆସନ ପାଇ ବିଜେଡିର ପଲ୍ଲା ଭାରି ରହିଛି । ରାଜନୈତିକ ଆଦର୍ଶକୁ ଭୁଲି ଯେକୌଣସି ୨ଟିଦଳ ମଧ୍ୟରେ ବୁଝାମଣା ହେଲେ ମେଂଟ ଜିଲ୍ଲାପରିଷଦ ଗଠନ କରାଯାଇ ପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe