କନକ ବ୍ୟୁରୋ : ନବରଙ୍ଗପୁରରେ ବିଜେଡି ୧୧ ଟି ଆସନ, କଂଗ୍ରେସ ୦୮ ଆସନ ଓ ବିଜେପି ୭ଟି ଆସନ ପାଇଛି । ମୋଟ ୨୬ ଆସନ ମଧ୍ୟରୁ ୧୧ଟି ଆସନ ପାଇ ବିଜେଡିର ପଲ୍ଲା ଭାରି ରହିଛି । ରାଜନୈତିକ ଆଦର୍ଶକୁ ଭୁଲି ଯେକୌଣସି ୨ଟିଦଳ ମଧ୍ୟରେ ବୁଝାମଣା ହେଲେ ମେଂଟ ଜିଲ୍ଲାପରିଷଦ ଗଠନ କରାଯାଇ ପାରିବ ।
ନବରଙ୍ଗପୁରରେ ବିଜେଡିର ପଲ୍ଲା ଭାରି !
/kanak/media/post_attachments/wp-content/uploads/2017/03/hh-1.jpg)