କନକ ବ୍ୟୁରୋ : ବିଜେଡିରେ ମିଶିଲେ ନବରଙ୍ଗପୁରର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ମଂଜୁଳା ମାଝୀ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ କଂଗ୍ରେସ ନେତ୍ରୀ ମଂଜୁଳା ମାଝୀ ଓ ଶତାଧିକ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସର ଗୋଷ୍ଠୀ କନ୍ଦଳ ଜନସେବାରେ ବାଧା ଦେଉଥିବାରୁ ନବୀନଙ୍କ ନେତୃତ୍ୱକୁ ସମର୍ଥନ କରି ବିଜେଡିରେ ଯୋଗଦେଇଛନ୍ତି ମଂଜୁଳା ମାଝୀ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us