ପୁରୀ ଜଗନ୍ନାଥ ଧାମର ମହିମା ! ଏହି ମନ୍ଦିରରେ ଫେଲ ମାରିଯାଏ ବୈଜ୍ଞାନିକଙ୍କ ସବୁ ଅଧ୍ୟୟନ ଓ ଗବେଷଣା

ପୁରୀ ଜଗନ୍ନାଥ ଧାମର ମହିମା ! ଏହି ମନ୍ଦିରରେ ଫେଲ ମାରିଯାଏ ବୈଜ୍ଞାନିକଙ୍କ ସବୁ ଅଧ୍ୟୟନ ଓ ଗବେଷଣା

ଭାରତର ଚାରି ଧାମ ମଧ୍ୟରେ ଗୋଟିଏ ହେଲା ପୁରୀ ଜଗନ୍ନାଥ ଧାମ । ଏହି ମନ୍ଦିର ବହୁତ ପ୍ରସିଦ୍ଧ ତଥା ଲୋକପ୍ରିୟ । ଦେଶ ବିଦେଶରୁ ଭଗବାନଙ୍କ ଦର୍ଶନ ପାଇଁ ଏଠାରୁ ଆସନ୍ତି ଲକ୍ଷ ଲକ୍ଷ ପର୍ଯ୍ୟଟକ । ଏହି ମନ୍ଦିରରେ ଭଗବାନ ଜଗନ୍ନାଥ, ଭଗବାନ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତୀ ମାଟିର ନୁହଁରେ ଲିମ୍ବ କାଠରେ ତିିଆରି ହୋଇଛି । ଏହାସହ ପ୍ରତି ୧୨ ବର୍ଷରେ ଭଗବାନଙ୍କ ଏହି ମୂର୍ତ୍ତୀକୁ ବଦଳାଯାଏ ।

publive-image

ସମୁଦ୍ର ତଟରେ ତିଆରି ହୋଇଥିବା ଏହି ମନ୍ଦିର ନଜ ଭିତରେ ରଖିଛି ଅନେକ ରହସ୍ୟ କିନ୍ତୁ ଲୋକଙ୍କ କହିବା ଅନୁସାରେ ଏହି ମନ୍ଦିରରକୁ ଆସି ବିଜ୍ଞାନର ସବୁ ନିୟମ ଓ ଗବେଷଣା ଫେଲ ମାରିଯାଏ । ଏହାସହ ପୁରୀ ମନ୍ଦିର ସହିତ ଅନେକ ଅସାହିତ ପ୍ରଶ୍ନ ଯୋଡି ହୋଇଛି ଯାହା ଆଜିକାଲି ବିଜ୍ଞାନ ଓ ଜ୍ଞାନକୌଶଳ ଯୁଗରେ ମଧ୍ୟ ସମାଧାନ ହୋଇପାରି ନାହିଁ । ଆସନ୍ତୁ ଜାଣିବା ଏପରି କିଛି ସମାଧାନ ହୋଇପାରୁ ନଥିବା ପ୍ରଶ୍ନ ବିଷୟରେ ।

puri Source:google.com

- ପବନ ବୋହୁଥିବାର ବିପରୀତ ଦିଗରେ ମନ୍ଦିରର ଧ୍ୱଜା ଉଡୁଥାଏ ।

- ମନ୍ଦିରର ଉପର ଦେଇ କୌଣସି ପକ୍ଷୀ କିମ୍ବା ବିମାନ କେବେ ଯାଏ ନାହିଁ ।

- ଷାଠିଏ ପଉଟିି ଖାଦ୍ୟ କାହିଁକି କମ କିମ୍ବା ଅଧିକ ହୁଏ ନାହିଁ ।

- ଜଗନ୍ନାଥ ମନ୍ଦିରର ଛାଇ କେବେ ଦେଖାଯାଏନି ।

- ପୁରୀ ସମୁଦ୍ରରୁ ଓଲଟା କାହିିଁକି ବୋହେ ପବନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe