ଆଜିକାଲି ଯୁବଗୋଷ୍ଠୀ ନିଜକୁ ଫିଟ ରଖିବା ପାଇଁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି । ଏଥିପାଇଁ ସେମାନେ ଜିମþ ଯିବା ଠାରୁ ଆରମ୍ଭ କରି ସବୁଦିନ ବ୍ୟାୟାମ ମଧ୍ୟ କରିଥାଆନ୍ତି ଏବଂ ନିଜର ଫିଟନେସ ଉପରେ ଯତ୍ନ ନିଅନ୍ତି । ଆପଣ ଜାଣିକି ଆଶ୍ଚଯ୍ୟð ହେବେ ବେକଳ ଯୁବଗୋଷ୍ଠୀ ନୁହଁ ଆଜିକାଲି ପଶୁମାନେ ମଧ୍ୟ ଫିଟନେସ ପାଇଁ ସଚେତନ ହେଲେଣି । ସେମାନେ ମଧ୍ୟ ନଜକୁ ଫିଟ ଓ ସ୍ମାର୍ଟ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଶୁଣିକି ଆଶ୍ଚର୍ଯ୍ୟ ହେଉଛନ୍ତି କି ? ଏକଥା କିନ୍ତୁ ଶତପ୍ରତିଶତ ସତ ।
ପ୍ରକୃତକଥା ହେଲା କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହୋଇଛି । ଭିଡିଓରେ ଆପଣ ଦେଖି ପାରିବେ କିପରି ଏକ ମାଙ୍କଡ ଏକ ଟେବୁଲ ଉପରେ ଚଢି ପୁସଅପ କରୁଛି । ତା’ର ମାଲିକର ଆଦେଶରେ ମାଙ୍କଡ କରୁଛି ବ୍ୟାୟାମ । ଏହି ଭିଡିଓ ଦେଖି ଲୋକେ ହସ ସମ୍ଭାଳି ପାରୁନାହାନ୍ତି । କିନ୍ତୁ ଏହାସହ ଆମେ କହି ରଖୁଛି ଯଦି ମାଙ୍କଡକୁ ଯୋରକରି ଏପରି କରିଯାଉଛଇି ତେବ ଆମେ ଏହାକୁ ଶକ୍ତ ବିରୋଧ କରୁଛୁ । ଲୋକ ଏହି ଭଡିଓକୁ ଦେଖି ବିଭିନ୍ନ ମନ୍ତବ୍ୟ ମଧ୍ୟ ଦେଉଛନ୍ତି ।
ଦେଖନ୍ତୁ ମାଙ୍କଡ କିପରି କରୁଛି ବ୍ୟାୟାମ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/ww-4.jpg)