ପୁଣି ଥରେ ପ୍ରେମରେ ପଡିଲେ ଅଭିନେତା ମିଲିନ୍ଦ୍ ସୋମନ୍ !

ପୁଣି ଥରେ ପ୍ରେମରେ ପଡିଲେ ଅଭିନେତା ମିଲିନ୍ଦ୍ ସୋମନ୍ !

photo courtesy -http://timesofindia.indiatimes.com

ପୁଣି ଥରେ ପ୍ରେମରେ ପଡିଲେ ଅଭିନେତା ମିଲିନ୍ଦ୍ ସୋମନ୍ । ଏୟାରହୋଷ୍ଟେସ ଅଙ୍କିତାଙ୍କ ସହ ମିଲିନ୍ଦଙ୍କ ରୋମାନ୍ସକୁ ନେଇ ଖବର ଆସିଛି । ଖୁବ ଶୀଘ୍ର ଅଙ୍କିତାଙ୍କ ସହ ସେ ୨ୟ ବିବାହ କରିବାକୁ ଯାଉଛନ୍ତି । ନିକଟରେ ନିଜ ଲେଡି ଲଭଙ୍କ ସହ ନୂଆ ଫଟୋକୁ ସେୟାର କରିଛନ୍ତି ମିଲିନ୍ଦ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe