ପୁଣି ଥରେ ପ୍ରେମରେ ପଡିଲେ ଅଭିନେତା ମିଲିନ୍ଦ୍ ସୋମନ୍ । ଏୟାରହୋଷ୍ଟେସ ଅଙ୍କିତାଙ୍କ ସହ ମିଲିନ୍ଦଙ୍କ ରୋମାନ୍ସକୁ ନେଇ ଖବର ଆସିଛି । ଖୁବ ଶୀଘ୍ର ଅଙ୍କିତାଙ୍କ ସହ ସେ ୨ୟ ବିବାହ କରିବାକୁ ଯାଉଛନ୍ତି । ନିକଟରେ ନିଜ ଲେଡି ଲଭଙ୍କ ସହ ନୂଆ ଫଟୋକୁ ସେୟାର କରିଛନ୍ତି ମିଲିନ୍ଦ୍ ।
ପୁଣି ଥରେ ପ୍ରେମରେ ପଡିଲେ ଅଭିନେତା ମିଲିନ୍ଦ୍ ସୋମନ୍ !
/kanak/media/post_attachments/wp-content/uploads/2017/06/1-7.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)