ଏଣିକି ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା ! କପି ରୋକିବାକୁ ଅଣାଯିବ ନୂଆ ସଂସ୍କାର, ନିଜ ସ୍କୁଲ ବଦଳରେ ଅନ୍ୟ ସେଂଟରରେ ହେବ ପରୀକ୍ଷା

Advertisment
ଶେଷ ହେଲା ମାଟ୍ରିକା ପରୀକ୍ଷା ! ମାର୍ଚ୍ଚ ୨୦ ତାରିଖରୁ ଖାତା ଦେଖା ଆରମ୍ଭ 

କନକ ବ୍ୟୁରୋ : ଏଣିକି ବଦଳିବ ମାଟ୍ରିକ ପରୀକ୍ଷା ଢାଂଚା । ନିଜ ସ୍କୁଲରେ ହେବ ନାହିଁ ମାଟ୍ରିକ ପରୀକ୍ଷା । ୫ କିଲୋମିଟର ଭିତରେ ଅନ୍ୟ ସେଂଟରରେ ହେବ ପରୀକ୍ଷା ହେବ । ଏନେଇ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ନୂଆ ସଂସ୍କାର ଅଣାଯିବ । ମାଟ୍ରିକ ପରୀକ୍ଷା ସେଂଟର ବଦଳ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଭିନ୍ନ ଶିକ୍ଷକ ସଂଗଠନ ଏହି ପ୍ରସ୍ତାବ ଉପରେ ମତ ଦେଇଥିବା ବଦ୍ରି ନାରାୟଣ ପାତ୍ର କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe