ମାଲକାନଗିରି : ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀ ୱାଗା କସ୍ୱାସୀ କଲେ ଆତ୍ମସମର୍ପଣ

Advertisment
ମାଲକାନଗିରି : ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀ ୱାଗା କସ୍ୱାସୀ କଲେ ଆତ୍ମସମର୍ପଣ

କନକ ବ୍ୟୁରୋ : ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଏସପିଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀ ଜଣକ ୨୦୦୪ରୁ କାଲିମେଳା ଦଳମରେ ସକ୍ରୀୟ ଭୂମିକା ନେଇଥିବା ୱାଗା କସ୍ୱାସୀ ଓରଫ ରାଜୁ ବୋଲି ପୁଲିସ ସୂଚନା ଦେଇଛି । ୱାଗା କସ୍ୱାସୀ ଓରଫ ରାଜୁ ପଛରେ ୧ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe