କନକ ବ୍ୟୁରୋ : ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଏସପିଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ । ମାଓବାଦୀ ଜଣକ ୨୦୦୪ରୁ କାଲିମେଳା ଦଳମରେ ସକ୍ରୀୟ ଭୂମିକା ନେଇଥିବା ୱାଗା କସ୍ୱାସୀ ଓରଫ ରାଜୁ ବୋଲି ପୁଲିସ ସୂଚନା ଦେଇଛି । ୱାଗା କସ୍ୱାସୀ ଓରଫ ରାଜୁ ପଛରେ ୧ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରାଯାଇଥିଲା ।
ମାଲକାନଗିରି : ଏସପିଙ୍କ ନିକଟରେ କ୍ୟାଡର ମାଓବାଦୀ ୱାଗା କସ୍ୱାସୀ କଲେ ଆତ୍ମସମର୍ପଣ
/kanak/media/post_attachments/wp-content/uploads/2017/03/vlcsnap-2017-03-05-13h10m39s659.png)