ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ଉନ୍ମତକାଣ୍ଡ ! ଯାତ୍ରୀବାହୀ ବସ ଜାଳିଦେଲେ ୪୦ ରୁ ୫୦ ମାଓବାଦୀ

19

କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ଯାତ୍ରୀବାହୀ ବସ ପୋଡିଲେ ମାଓବାଦୀ । ବିଜାପୁର ମେକଲାଚାରୁରେ ୪୦ରୁ ୫୦ ମାଓବାଦୀ ଏଭଳି ଉନ୍ମତ କାଣ୍ଡ ଘଟାଇଛନ୍ତି । ବିଜାପୁରରୁ ତେଲଙ୍ଗାନା ଯାଉଥିଲେ ଯାତ୍ରୀ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସଟି ସଂପୂର୍ଣ୍ଣ ଭାବେ ପୋଡିଯାଇଛି ।

Comments are closed.