କନକ ବ୍ୟୁରୋ : ଛତିଶଗଡ ବିଜାପୁରରେ ଯାତ୍ରୀବାହୀ ବସ ପୋଡିଲେ ମାଓବାଦୀ । ବିଜାପୁର ମେକଲାଚାରୁରେ ୪୦ରୁ ୫୦ ମାଓବାଦୀ ଏଭଳି ଉନ୍ମତ କାଣ୍ଡ ଘଟାଇଛନ୍ତି । ବିଜାପୁରରୁ ତେଲଙ୍ଗାନା ଯାଉଥିଲେ ଯାତ୍ରୀ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ବସଟି ସଂପୂର୍ଣ୍ଣ ଭାବେ ପୋଡିଯାଇଛି ।
ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ଉନ୍ମତକାଣ୍ଡ ! ଯାତ୍ରୀବାହୀ ବସ ଜାଳିଦେଲେ ୪୦ ରୁ ୫୦ ମାଓବାଦୀ
/kanak/media/post_attachments/wp-content/uploads/2017/02/vlcsnap-2017-02-26-09h14m03s994.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)