କନକ ବ୍ୟୁରୋ : ବଲାଙ୍ଗୀର ମୋରିବାହାଲରେ ମାଓପୋଷ୍ଟର । ଗତକାଲି ରାତିରେ ମୋରିବାହାଲରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ମହିଳା ଦିବସ ନେଇ ଏହି ପୋଷ୍ଟର ଲଗାଇଛନ୍ତି ମାଓବାଦୀମାନେ । ପୁରୁଷ ଓ ମହିଳା ଶ୍ରମିକଙ୍କ ପାଇଁ ସମାନ ପାଉଣା ଦାବି ସଂପର୍କରେ ପୋଷ୍ଟରରେ ଲେଖାଯାଇଛି । ବରଗଡ ଓ ବଲାଙ୍ଗୀର ମହାସମୁନ୍ଦ ଡିଭିଜନ୍ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ସୂଚନା ମିଳିଛି ।
ବଲାଙ୍ଗୀର : ପୁରୁଷ ଓ ମହିଳା ଶ୍ରମିକଙ୍କ ପାଇଁ ସମାନ ପାଉଣା ଦାବିିରେ ମୋରିବାହାଲରେ ମାଓପୋଷ୍ଟର
/kanak/media/post_attachments/wp-content/uploads/2017/03/vlcsnap-2017-03-07-09h04m33s796.png)