ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଲାଙ୍କ ସହ ମସ୍ତି କରୁଛନ୍ତି ସାବତ ମା ମାନ୍ୟତା !

ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଲାଙ୍କ ସହ ମସ୍ତି କରୁଛନ୍ତି ସାବତ ମା ମାନ୍ୟତା !

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଏବେ ଅଛନ୍ତି ନ୍ୟୁୟର୍କରେ । ମାନ୍ୟତା ସଞ୍ଜୟଙ୍କ ଝିଅ ତ୍ରିଶାଳାକୁ ଭେଟିବା ପାଇଁ ସେଠାରେ ପହଞ୍ଚିଛନ୍ତି । ଉଭୟେ ସେଠାରେ ଖୁବ ମସ୍ତି କରୁଥିବାର ଦେଖା ଦେଇଛି ଏବଂ ଏହାସହ ଉଭୟେ ନିଜ ନିଜର ଇନଷ୍ଟାଗ୍ରାମ ଆକାଉଂଟରେ ଶେୟାର କରିଛନ୍ତି ଫଟୋଗୁଡିକୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe