କନକ ବ୍ୟୁରୋ : ଗୋଆରେ ବିଜେପି ସରକାର ଗଢିବା ସ୍ପଷ୍ଟ ହେବା ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମନୋହର ପାରିକର । ଏମଜିପି, ଗୋଆ ଫରୱାର୍ଡ ପାର୍ଟି ଓ ଅନ୍ୟ ୩ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ ବିଜେପି ସରକାର ଗଠନ କରିବାର ସଙ୍କେତ ଦେଇଛି । ତେଣୁ ପୁଣି ଥରେ ରାଜ୍ୟ ରାଜନୀତିକୁ ଫେରୁଛନ୍ତି ପାରିକର ।
ଗୋଆର ମୁଖ୍ୟମନ୍ତ୍ରୀ ହେବେ କେନ୍ଦ୍ରମନ୍ତ୍ରୀ ପାରିକର : ଅଢେଇ ବର୍ଷ ପରେ ପୁଣି ମୁଖ୍ୟମନ୍ତ୍ରୀ ଭାବେ ନେବେ ଦାୟିତ୍ୱ
/kanak/media/post_attachments/wp-content/uploads/2017/03/uu-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)