ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ବଲିଉଡ଼୍ ଅଭିନେତ୍ରୀ ମନ୍ଦାନା କରିମି !

ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ବଲିଉଡ଼୍ ଅଭିନେତ୍ରୀ ମନ୍ଦାନା କରିମି !

photo courtesy - http://www.timesnow.tv

ସ୍ୱାମୀଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଲେ ମଡେଲ ତଥା ବଲିଉଡ଼୍ ଅଭିନେତ୍ରୀ ମନ୍ଦାନା କରିମି । ପୂର୍ବତନ ‘ବିଗ୍ ବସ୍’ ପ୍ରତିଯୋଗୀ ମନ୍ଦାନା, ସ୍ୱାମୀ ଗୌରବ ଗୁପ୍ତାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ବ୍ୟବସାୟୀ ଗୌରବ ଗୁପ୍ତାଙ୍କୁ ଗତ ଜାନୁଆରୀରେ ବିବାହ କରିଥିଲେ ମନ୍ଦାନା କରିମି । ମାତ୍ର ୬ ମାସ ଭିତରେ ଉଭୟଙ୍କ ଦାମ୍ପତ୍ୟ ଜୀବନରେ ଝଡ ଦେଖା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe