କନକ ବ୍ୟୁରୋ : ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ । ମୋବାଇଲ ଟାୱାର ପୋଡିଦେଲେ ମାଓବାଦୀ । ବିଶାଖାପାଟଣାର ଦାରାକୋଣ୍ଡାଠାରେ ବିଏସଏନଏଲ ମୋବାଇଲ ଟାୱାରକୁ ପୋଡି ଦେଇଛନ୍ତି ଲାଲବାହିନୀ । ବିଳମ୍ବିତ ରାତିରେ ୧୫ରୁ ୨୦ ଜଣ ମାଓବାଦୀ ଆସି ଏହି କାଣ୍ଡ ଘଟାଇଛନ୍ତି । ଘଟଣାସ୍ଥଳରୁ ମାଓ ପୋଷ୍ଟର ଜବତ କରାଯାଇଛି ।
ମାଲକାନଗିରି ସୀମାରେ ପୁଣି ମାଓବାଦୀଙ୍କ ଲଙ୍କାକାଣ୍ଡ ! ବିଶାଖାପାଟଣା ଦାରାକୋଣ୍ଡାରେ ବିଏସଏନଏଲ୍ ମୋବାଇଲ ଟାୱାର ପୋଡିଲେ ଲାଲବାହିନୀ
/kanak/media/post_attachments/wp-content/uploads/2017/10/10-2.jpg)