ରିଲିଜ ହୋଇଛି ଟାଇଗର ଶ୍ରଫ ସିନେମା ‘ମୁନ୍ନା ମାଇକଲ’ର ପ୍ରଥମ ଗୀତ ‘ମେ ହୁଁ'

ରିଲିଜ ହୋଇଛି ଟାଇଗର ଶ୍ରଫ ସିନେମା ‘ମୁନ୍ନା ମାଇକଲ’ର ପ୍ରଥମ ଗୀତ ‘ମେ ହୁଁ'

photo courtesy- https://i.ndtvimg.com

ଟାଇଗର ଶ୍ରଫଙ୍କ ଆଗାମୀ ସିନେମା ‘ମୁନ୍ନା ମାଇକଲ’ର ପ୍ରଥମ ଗୀତ ‘ମେ ହୁଁ' ରିଲିଜ ହୋଇ ସାରିଛି  । ଗୀତରେ ଟାଇଗରଙ୍କ ଡ଼୍ୟାନ୍ସକୁ ଦେଖି ତାଙ୍କ ପ୍ରଶଂସକ ଦିବାନା ହୋଇଯାଇଛନ୍ତି । ଶୁଣିବାକୁ ମିଳିଛି କି ଏହି ଗୀତର ସୁଟିଂ କରିବା ପାଇଁ ସିନେନିର୍ମାତାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe