କନକ ବ୍ୟୁରୋ : ସରକାରୀ ମୂଲ୍ୟରେ କିଣିବାଲାଗି ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କର ମଧ୍ୟ ଲକ୍ଡାଉନ୍ରେ ଦେଖାନାହିଁ । ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଶୋଷଣ କରିବାରେ ଲାଗିଛନ୍ତି । ସେମାନେ ବର୍ତ୍ତମାନ ଆଦିବାସୀଙ୍କର ଅସହାୟ ପରିସ୍ଥିତିର ଫାଇଦା ଉଠାଇ କେଜିଏ ଚାଉଳ ବଦଳରେ କେଜିଏ ମହୁଲ ଫୁଲ ଠକି ନେଉଛନ୍ତି ।
ତାଲାବନ୍ଦରେ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ : ଚାଉଳ କେଜିଏକୁ ମହୁଲ କେଜିଏ ଦେଇ ସରଳ ବିଶ୍ୱାସୀ ଲୋକଙ୍କୁ ଠକୁଛନ୍ତି ଅସାଧୁ ବ୍ୟବସାୟୀ
/kanak/media/post_attachments/wp-content/uploads/2020/04/9-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)