କନକ ବ୍ୟୁରୋ : ମହାନଜୀ ଜଳ ବିବାଦ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏ ନେଇ ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଆସନ୍ତା ନଭେମ୍ବର ୧୯ ତାରିଖ ସୁଦ୍ଧା ଟ୍ରିବ୍ୟୁନାଲ ଗଠନ କରିବାକୁ କୋର୍ଟକୁ କହିଛନ୍ତି ସରକାର । ମହାନଦୀ ଜଳ ବିବାଦ ନେଇ ଓଡିଶା-ଛତିଶଗଡ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ଓଡିଶା ସରକାର ସୁପ୍ରିମକୋର୍ଟ ଯାଇଥିଲେ । ଏ ନେଇ କେନ୍ଦ୍ରକୁ ପକ୍ଷ ରଖିବାକୁ କହିଥିଲେ ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟରେ ମହାନଦୀ ଜଳ ବିବାଦ ମାମଲା ! ପକ୍ଷ ରଖିଲେ କେନ୍ଦ୍ର ସରକାର
/kanak/media/post_attachments/wp-content/uploads/2017/09/supreme-court.jpg)