ସଲମାନ ଖାନ ଅଭିନୀତ ସିନେମା ‘ଟ୍ୟୁବଲାଇଟ’ର ଲାଟେଷ୍ଟ ଫଟୋ ଜାରି ହୋଇଛି । ଇରାଂଜୀ ପରେ ଏବେ ହିନ୍ଦୀ ଭର୍ସନରେ ରିଲିଜ ହୋଇଛି ପୋଷ୍ଟର । ଆସନ୍ତା ସପ୍ତାହରେ ସିନେମାର ପ୍ରଥମ ଟିଜର ରିଲିଜ ହେବ । ୬୦ ଦଶକର ଇଣ୍ଡୋଚାଇନା ଯୁଦ୍ଧ ଉପରେ ପର୍ଯ୍ୟବେସିତ ହୋଇଛି ସିନେମା ଟ୍ୟୁବଲାଇଟ । ସଲମାନ ଖାନଙ୍କ ବିପକ୍ଷରେ ଚୀନ ନାୟିକା ଜୁହୁ ଜୁହୁ ଏଥିରେ ଅଭିନୟ କରୁଛନ୍ତି । ଆସନ୍ତା ଜୁନ୍ ୨୩ରେ ଟ୍ୟୁବଲାଇଟ ବଡ ପରାଦରେ ରିଲିଜ୍ ହେବ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us